Browsing Tag

gun dealers arrested

କଟକରେ ବଡ଼ ଧରଣର ବନ୍ଧୁକ କାରବାରର ପର୍ଦ୍ଦାଫାସ, ୩ ବେପାରୀ ଗିରଫ

କଟକ(କେନ୍ଯୁଜ୍): କଟକରେ ବଡ଼ ଧରଣର ବନ୍ଧୁକ କାରବାରର ପର୍ଦ୍ଦାଫାସ। ୩ ବନ୍ଧୁକ ବେପାରୀଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ। ୫ଟି ମାଉଜର ସମେତ ୩୦ ରାଉଣ୍ଡ ଗୁଳି ଜବତ। ଭୁବନେଶ୍ୱରକୁ ବନ୍ଧୁକ ବିକ୍ରୀ କରିବାକୁ ଆସୁଥିବା ବେଳେ କଟକ ଜୁଡିସିଆଲ ଏକାଡେମୀ ଛକ ନିକଟରେ ଧରିଲା ଲାଲବାଗ ଥାନା…

କଟକରୁ ପୁଣି ୪ ବନ୍ଧୁକ ବେପାରୀ ଗିରଫ, ଅଭିଯୁକ୍ତଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା: ସିପି

କଟକ(କେନ୍ଯୁଜ୍): କଟକରୁ ପୁଣି ବନ୍ଧୁକ ବେପାରୀ ଗିରଫ। ଚାଉଳିଆଗଞ୍ଜ ଅଞ୍ଚଳରୁ ୪ ବେପାରୀଙ୍କୁ ଗିରଫ କଲା ପୋଲିସ। ଅଭିଯୁକ୍ତଙ୍କଠୁ ୫ଟି ବନ୍ଧୁକ, ୧୨ ରାଉଣ୍ଡ ଗୁଳି , ୫ଟି ମୋବାଇଲ୍‌, ଓ ୨ଟି ବାଇକ୍‌ ଜବତ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ୩ଜଣ ଜଗତସିଂହପୁର ଜିଲ୍ଲାର। ଅଭିଯୁକ୍ତଙ୍କ ନାଁରେ…

୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା STF: ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ

ଭୁବନେଶ୍ବର(କେନ୍ଯୁଜ୍): ୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା STF। ଖୋର୍ଦ୍ଧା ଜଙ୍କିଆରୁ ୨ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି STF। ସେମାନଙ୍କ ନିକଟରୁ ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ କରାଯାଇଛି। ବନ୍ଧୁକ କାରବାର ନେଇ ଅଧିକ ତଦନ୍ତ କରୁଛି STF।

ଏସଟିଏଫ୍ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ, ୫ଟି ବନ୍ଧୁକ ସହ ୨ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: STF ପଞ୍ଝାରେ ବନ୍ଧୁକ ବ୍ୟବସାୟୀ । ୫ଟି ବନ୍ଧୁକ ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିିଛି STF । ଭୁବନେଶ୍ୱରରେ ବନ୍ଧୁକ କାରବାର ଚାଲିଥିବା ବେଳେ STF ହାତରେ ଧରା ପଡିଛନ୍ତି । ୨ ଅଭିଯୁକ୍ତ ହେଲେ ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ୱର ଶ୍ରୀକୃଷ୍ଣପୁର…

କଟକ ଶିଖରଘାଟ ବ୍ରିଜ ନିକଟରୁ ୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

କଟକ : କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ୨ ବନ୍ଧୁକ ବେପାରୀ । ୬ ବନ୍ଧୁକ, ୨ ପିସ୍ତଲ ଓ ୨୦ ଗୁଳି ଜବତ । ଜଗତସିଂହପୁରର ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ସେମାନେ ହେଲେ ସୁରେଶ କୁମାର ଦାସ ଓରଫ କାଳିଆ ଓ ସୌମ୍ୟରଂଜନ ଦଳାଇ । କଟକ ଜିଲ୍ଲା ନିଆଳି ଥାନା ଶିଖରଘାଟ ବ୍ରିଜ…