ଏସଟିଏଫ୍ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ, ୫ଟି ବନ୍ଧୁକ ସହ ୨ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: STF ପଞ୍ଝାରେ ବନ୍ଧୁକ ବ୍ୟବସାୟୀ । ୫ଟି ବନ୍ଧୁକ ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିିଛି STF । ଭୁବନେଶ୍ୱରରେ ବନ୍ଧୁକ କାରବାର ଚାଲିଥିବା ବେଳେ STF ହାତରେ ଧରା ପଡିଛନ୍ତି ।

୨ ଅଭିଯୁକ୍ତ ହେଲେ ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ୱର ଶ୍ରୀକୃଷ୍ଣପୁର ଅଞ୍ଚଳର ବିଶ୍ୱନାଥ ବିଶୋୟୀ । ଏହି ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.