କଟକରେ ବଡ଼ ଧରଣର ବନ୍ଧୁକ କାରବାରର ପର୍ଦ୍ଦାଫାସ, ୩ ବେପାରୀ ଗିରଫ

କଟକ(କେନ୍ଯୁଜ୍): କଟକରେ ବଡ଼ ଧରଣର ବନ୍ଧୁକ କାରବାରର ପର୍ଦ୍ଦାଫାସ। ୩ ବନ୍ଧୁକ ବେପାରୀଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ। ୫ଟି ମାଉଜର ସମେତ ୩୦ ରାଉଣ୍ଡ ଗୁଳି ଜବତ।
ଭୁବନେଶ୍ୱରକୁ ବନ୍ଧୁକ ବିକ୍ରୀ କରିବାକୁ ଆସୁଥିବା ବେଳେ କଟକ ଜୁଡିସିଆଲ ଏକାଡେମୀ ଛକ ନିକଟରେ ଧରିଲା ଲାଲବାଗ ଥାନା ପୋଲିସ।