Below header
Browsing Tag

gun smuggler

କଟକରେ ବଡ଼ ଧରଣର ବନ୍ଧୁକ କାରବାରର ପର୍ଦ୍ଦାଫାସ, ୩ ବେପାରୀ ଗିରଫ

କଟକ(କେନ୍ଯୁଜ୍): କଟକରେ ବଡ଼ ଧରଣର ବନ୍ଧୁକ କାରବାରର ପର୍ଦ୍ଦାଫାସ। ୩ ବନ୍ଧୁକ ବେପାରୀଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ। ୫ଟି ମାଉଜର ସମେତ ୩୦ ରାଉଣ୍ଡ ଗୁଳି ଜବତ। ଭୁବନେଶ୍ୱରକୁ ବନ୍ଧୁକ ବିକ୍ରୀ କରିବାକୁ ଆସୁଥିବା ବେଳେ କଟକ ଜୁଡିସିଆଲ ଏକାଡେମୀ ଛକ ନିକଟରେ ଧରିଲା ଲାଲବାଗ ଥାନା…

ରାଜଧାନୀର ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ, ବେପାରୀ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବନ୍ଧୁକ ବେପାର। ଭରତପୁର ଥାନା ଅଞ୍ଚଳରୁ ଗୋଟିଏ ଚୋରା ବନ୍ଧୁକ ସହ ୩ଟି ଗୁଳି ଜବତ କରିଛି ଭରତପୁର ଥାନା ପୋଲିସ। ଚୋରା କାରବାର ଅଭିଯୋଗରେ ଜଣେ ବନ୍ଧୁକ ବେପାରୀକୁ ମଧ୍ୟ ଗିରଫ କରାଯାଇଛି। ଭରତପୁର ଜିଏ କଲୋନୀ ନିକଟରୁ ତାକି ଗିରଫ କରାଯାଇଛି। ତା…

କମିଶନରେଟ ପୋଲିସ ଦ୍ବାରା ବନ୍ଧୁକ ବେପାରୀ ଗିରଫ

ଜଟଣୀ(କେନ୍ଯୁଜ୍) : କମିଶନରେଟ ପୋଲିସକୁ ସଫଳତା । ବନ୍ଧୁକ ବେପାରୀ ଗିରଫ । ଜଟଣୀରୁ ଜଣେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତା ନିକଟରୁ ଜବତ ହୋଇଛି ୪ଟି ବନ୍ଧୁକ । ସେ କେଉଁ କେଉଁ ସ୍ଥାନକୁ ବନ୍ଧୁକ ଚାଲାଣ କରୁଥିଲା ସେନେଇ ଖୋଳତାଡ ଜାରି ରହିଛି । ଗିରଫ ଅଭିଯୁକ୍ତର…