Browsing Tag

cuttack news

ନିଜ ଗର୍ଭର ସନ୍ତାନ ଯେତେବେଳେ ପ୍ରାଣ ନେବାକୁ ପଛାଏ ନାହିଁ…

କଟକ: ମାଆ । ଏମିତି ଗୋଟିଏ ଶବ୍ଦ ଯେଉଁ ଶବ୍ଦରେ ଭରି ରହିଛି ବ୍ରହ୍ମାଣ୍ଡ ଯାକାର ଅମୃତ । ଇଏ କେବଳ ଗୋଟିଏ ଶବ୍ଦ ନୁହେଁ ବରଂ ଅସୀମ ବଳ, ଧର୍ଯ୍ୟ ଓ ସହନଶୀଳର ପ୍ରତୀକ । ମୃତ୍ୟୁର କୋଳରେ ଶୋଇ ଯିଏ ଦିନେ ନିଜ ଜୀବନକୁ ବାଜି ଲଗାଇ ଜନ୍ମ ଦିଏ ତା ସନ୍ତାନକୁ ସେ ହେଉଛି ମାଆ । ଜଣେ ମାଆ ନିଜ ସନ୍ତାନ…

ସ୍ୱାମୀ ମିଳିଲେନି ତ ସ୍ତ୍ରୀଙ୍କୁ ଉଠାଇ ଆଣି ବାନ୍ଧି ରଖିଲେ ଗାଁ ଲୋକେ

କଟକ  : ସ୍ୱାମୀକୁ ନପାଇ ସ୍ତ୍ରୀକୁ ବାନ୍ଧିଲେ ଗାଁ ଲୋକେ । ଦେଖନ୍ତୁ ମହିଳା ଜଣଙ୍କ କେମିତି ଖୁଣ୍ଟରେ ବନ୍ଧା ହୋଇଛନ୍ତି । ଆଉ ଏପଟେ ରୁଣ୍ଡ ହୋଇଛନ୍ତି ଗାଁ ଲୋକେ । ମହିଳାଙ୍କୁ ବାନ୍ଧିଥିବା ଆଉ ଜଣେ ମହିଳାଙ୍କ ଗୋଟିଏ ଜିଦ୍‌ ସେ ଆସାମୀ ଆସୁ ତାପରେ ଯାଇ ମୁଁ ତା ସ୍ତ୍ରୀକୁ ଛାଡିବି । ନହେଲେ…

ବିଶ୍ୱାସରେ ଧୋକା ଦେଲା ସାଙ୍ଗ, ଚାକିରି ହରାଇ ବନିଗଲି ‘ଲିଟି ୱାଲେ’

କଟକ: ବନ୍ଧୁ । ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼ । ସୁଖ ଦୁଃଖର ସାଥୀ । ହଁ କୁହାଯାଏ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ତେବେ ବନ୍ଧୁତାକୁ ନେଇ ବହୁତ କାହାଣୀ ରହିଛି । ସେହି କାହାଣୀ ଭିତରୁ ଆଜିର କାହାଣୀ ସବୁଠୁ ଭିନ୍ନ । ତେବେ କେହି କେହି ବନ୍ଧୁ ପାଇଁ ଜୀବନ ଦେଇ ଦେବାକୁ ବି ପଛାନ୍ତି…

ରାସ୍ତା କଡରୁ ବାହାରିଲା ବଡ଼ ବଡ଼ ହୋଡିଂ, NHAI ସହ କଟକ ମହାନଗର ନିଗମର ମିଳିତ କାର୍ଯ୍ୟନୁଷ୍ଠାନ

କଟକ: ରାସ୍ତା କଡରୁ ବାହାର କରାଯାଉଛି ବଡ଼ ବଡ଼ ହୋଡିଂ । କାରଣ ଏହି ହୋଡ଼ିଂ ପାଇଁ ମଣିଷର ଜୀବନ ଯାଉଛି । ଟିକେ ପବନ ହେଲେ ହୋଡ଼ିଂ ପଡ଼ି ଯାଉଛି ଆଉ ଲୋକଙ୍କ ମୃତ୍ୟୁର କାରଣ ସାଜୁଛି । କିଛି ଦିନ ତଳେ ପୁନେ ଓ ମୁମ୍ବାଇରେ ହୋଡିଂ ପଡି ଅନେକ ଲୋକଙ୍କ ମୃତୁ ହେବା ସହ ବହୁ ଲୋକ ଆହତ ହୋଇଥିଲେ । ଏହି…

କଟକ ବଡ ମେଡିକାଲରେ ରକ୍ତ ୟୁନିଟ ପିଛା ୫ ହଜାର ଟଙ୍କା ! ବାରବାଟି ଅଞ୍ଚଳର ଦଲାଲ ସୌଭାଗ୍ୟ ରଞ୍ଜନ ଗିରଫ

କଟକ(କେନ୍ୟୁଜ୍): କଟକରେ ଦଲାଲ ଗିରଫ । ଅଭିଯୁକ୍ତ ହେଲେ ବାରବାଟି ଅଞ୍ଚଳର ସୌଭାଗ୍ୟ ରଞ୍ଜନ ପତି । ବଡ ମେଡିକାଲର ରକ୍ତ ଭଣ୍ଡାରରେ ରକ୍ତ ଯୋଗାଡ କରାଇଦେବାକୁ ଅଭିଯୁକ୍ତ ୟୁନିଟ ପିଛା ୫ ହଜାର ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଗିରଫ ସୌଭାଗ୍ୟକୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ପାଞ୍ଚ…

କାଠ ଯୋଡି ନଦୀ ପଠାରେ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ କରୁଛି ତଦନ୍ତ

କଟକ(କେନ୍ଯୁଜ୍): କାଠ ଯୋଡି ନଦୀ ପଠାରେ ଯୁବକଙ୍କ ଅର୍ଦ୍ଧ ପୋଡା ମୃତଦେହ ଉଦ୍ଧାର । ଶରୀରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବାବେଳେ, ମୁଣ୍ଡଟି ବାଲି ଭିତରେ ପୋତା ଯାଇଛି। ଶରୀର ବାହାରେ ରହିଛି। ଘଟଣାସ୍ଥଳରେ ପୁରୀଘାଟ ଥାନା ପୋଲିସ ପହଁଚି ତଦନ୍ତ କରୁଛି। ତେବେ ଏହା ଆତ୍ମହତ୍ୟା କି ହତ୍ୟା ସେ…

ବାପଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ: ପୋଖରୀରେ ବୁଡି ଏକାସାଙ୍ଗରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ

କଟକ(କେନ୍ଯୁଜ୍): ବାପଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ। ପୋଖରୀରେ ବୁଡି ଏକାସାଙ୍ଗରେ ଚାଲିଗଲା ମାଆ ଓ ପୁଅଙ୍କ ଜୀବନ। ନିଆଳି କୃଷ୍ଣ ପ୍ରସାଦ ପଞ୍ଚାୟତ ପୁରୁଣାସାତଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ରୀତା ମିଶ୍ର ଓ ପୁଅ ରଞ୍ଜିତ ମିଶ୍ର। ସୂଚନା ଅନୁଯାୟୀ, ରୀତା ପୁଅକୁ ନେଇ…

କଟକରେ ବଡ଼ ଧରଣର ବନ୍ଧୁକ କାରବାରର ପର୍ଦ୍ଦାଫାସ, ୩ ବେପାରୀ ଗିରଫ

କଟକ(କେନ୍ଯୁଜ୍): କଟକରେ ବଡ଼ ଧରଣର ବନ୍ଧୁକ କାରବାରର ପର୍ଦ୍ଦାଫାସ। ୩ ବନ୍ଧୁକ ବେପାରୀଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ। ୫ଟି ମାଉଜର ସମେତ ୩୦ ରାଉଣ୍ଡ ଗୁଳି ଜବତ। ଭୁବନେଶ୍ୱରକୁ ବନ୍ଧୁକ ବିକ୍ରୀ କରିବାକୁ ଆସୁଥିବା ବେଳେ କଟକ ଜୁଡିସିଆଲ ଏକାଡେମୀ ଛକ ନିକଟରେ ଧରିଲା ଲାଲବାଗ ଥାନା…

କୂଆଖାଇ ନଦୀରେ ଭାସୁଛି ମୃତଦେହ, ଉଦ୍ଧାର ପରେ ମିଳିଲା ପରିଚୟ

କଟକ(କେନ୍ଯୁଜ୍): ମଙ୍ଗଳବାର ଅର୍ଥାତ୍ ଆଜି ସକାଳେ କଟକ ଜିଲ୍ଲା ଅନ୍ତର୍ଗତ କୂଆଖାଇ ନଦୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ମୃତଦେହକୁ ନଦୀରେ ଭାସୁଥିବା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି…

କଟକ କନ୍ଦରପୁରରେ ଦିନ ଦ୍ୱିପ୍ରହରରେ ବ୍ୟବସାୟୀଙ୍କୁ ଗୁଳିମାଡ

କଟକ (କେନ୍ଯୁଜ୍): କଟକ କନ୍ଦରପୁର ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଆହତ । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟବସାୟୀ ଜଣଙ୍କ ଏକ ଅଟୋରେ କଟକ ଆସୁଥିଲେ । ଦୁଇ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଗୁଳିମାଡ଼ କରିଥିବା ସୂଚନା ମିଳିଛି ।…

କଟକ ମୁକାମେଶ୍ୱର ଗାଁରୁ ନକଲି ଚା କାରଖାନା ଠାବ, ଜଣଙ୍କୁ ଅଟକ ରଖି ଚାଲିଛି ପଚରାଉଚରା

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ ସହର । ପୁଣି ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ । ବ୍ରାଣ୍ଡ ଅସଲି ଜନିଷ ନକଲି । ମୁକାମେଶ୍ୱର ଗାଁରୁ ଏକ ଚା ଗୋଦାମ ଠାବ ହୋଇଛି। ନକଲି କାରଖାନା ଚାଲୁଥିବା ଖବର ପାଇ କଟକ ସଦର ପୋଲିସ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ…