Browsing Tag

cuttack news

କଟକରେ ହେବ ଦୁର୍ଗାପୂଜା, ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କଲା ମହାନଗର ଶାନ୍ତି କମିଟି

କଟକ: କଟକରେ ହେବ ଦୁର୍ଗାପୂଜା। ମଣ୍ଡପ ଗୁଡିକରେ ଜନଗହଳି, ସମାବେଶ ହୋଇପାରିବ ନାହିଁ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ମୂର୍ତ୍ତି, ଫଟୋ ବା ଘଟ ଏହି ତିନି ପ୍ରକାରରୁ ଗୋଟିଏ ବାଛିବାକୁ ପୂଜା କମିଟିକୁ କୁହାଯାଇଛି । ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କରିଛି ମହାନଗର…

କରୋନା ପଜିଟିଭି ବାହାରିବା ପରେ ରାଜସ୍ୱ ପର୍ଷଦ ମୁଖ୍ୟ ଶାଖା ସମେତ ୩ଟି ଶାଖା କାର୍ଯ୍ୟାଳୟ ୩ ଦିନ ପାଇଁ ବନ୍ଦ

କଟକ (କେନ୍ୟୁଜ): ରାଜସ୍ୱ ପର୍ଷଦରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭି ଚିହ୍ନଟ ହେବା ପରେ ୩ଦିନ ପାଇଁ ବନ୍ଦ ହେଲା କାର୍ଯ୍ୟାଳୟ। ରାଜସ୍ୱ ପର୍ଷଦ ସଚିବଙ୍କ ନିର୍ଦ୍ଦେଶନୁଯାୟୀ ଆଗାମୀ ତିନି ଦିନ ଅର୍ଥାତ ଅଗଷ୍ଟ ୨୪ ,୨୫ ଓ ୨୬ ତାରିଖରେ ରାଜସ୍ୱ ପର୍ଷଦକୁ ବନ୍ଦ ରଖାଯାଇଛି ।…

କଟକ ହରିପୁର ରୋଡ ଅଞ୍ଚଳରେ ଏକ ଦୋକାନ ଘରେ ଅଗ୍ନିକାଣ୍ଡ, ଦୁଇଟି ଦୁଇ ଚକିଆ ଗାଡି ସହ ଅନେକ ପରିବାପତ୍ର ପୋଡି ନଷ୍ଟ

କଟକ: କଟକ ହରିପୁର ରୋଡ ଅଞ୍ଚଳରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଏକ ଦୋକାନ ଘରେ ଅଗ୍ନିକାଣ୍ଡ ଘଟିଛି । ଦୁଇଟି ଦୁଇ ଚକିଆ ଗାଡି ସହ ଅନେକ ପରିବାପତ୍ର ପୋଡି ନଷ୍ଟ ହୋଇଛି । ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି…

କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ: କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଗତକାଲିଠାରୁ ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ରହିଛି । ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ୨୭ ନମ୍ବର ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ସିଏମ୍‌ସି ପକ୍ଷରୁ ଏପରି…

କଟକ ଡାଳିଯୋଡ଼ା ରେଞ୍ଜ ମହିଷାଲଣ୍ଡା ପଞ୍ଚାୟତରେ ହାତୀ ଆତଙ୍କ, ଘରେ ଥିବା ଚାଉଳ ବସ୍ତା ବୋହି ନେଇ ଖାଇବା ସହ ରଚିଲା…

କଟକ: ଜନବସତି ମୁହାଁ ଜଙ୍ଗଲୀ ହାତୀ । କଟକ ଜିଲ୍ଲା ଚୌଦ୍ୱାରର ଡାଳିଯୋଡ଼ା ରେଞ୍ଜ ମହିଷାଲଣ୍ଡା ପଞ୍ଚାୟତରେ ହାତୀ ଆତଙ୍କ । ମାଛପଙ୍ଗା, ଗହଁଣା ଆଦିିବାସୀ ବସ୍ତିରେ ଏକ ଦନ୍ତା ହାତୀ ପଶିଆସି ଘର ଭାଙ୍ଗି ଦେଇଛି । ଘରେ ଥିବା ଚାଉଳ ବସ୍ତା ବୋହି ନେଇ ଖାଇବା ସହ ଅନେକ ନଷ୍ଟ କରି ଗାଁରେ ତାଣ୍ଡବ…