କଟକ ହରିପୁର ରୋଡ ଅଞ୍ଚଳରେ ଏକ ଦୋକାନ ଘରେ ଅଗ୍ନିକାଣ୍ଡ, ଦୁଇଟି ଦୁଇ ଚକିଆ ଗାଡି ସହ ଅନେକ ପରିବାପତ୍ର ପୋଡି ନଷ୍ଟ

କଟକ: କଟକ ହରିପୁର ରୋଡ ଅଞ୍ଚଳରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଏକ ଦୋକାନ ଘରେ ଅଗ୍ନିକାଣ୍ଡ ଘଟିଛି । ଦୁଇଟି ଦୁଇ ଚକିଆ ଗାଡି ସହ ଅନେକ ପରିବାପତ୍ର ପୋଡି ନଷ୍ଟ ହୋଇଛି । ଅଗ୍ନିଶମ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.