Browsing Category

ରାଜ୍ୟ

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ମୋଦି କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ଓ ଅନ୍ୟ କିଛି ମନ୍ତ୍ରୀଙ୍କୁ ଦାୟିତ୍ୱରୁ ହଟାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ। କେନ୍ଦ୍ରରେ ପଶୁସଂପଦ ଓ ଏମଏସଏମଇ…

ନିଆରା ବିବାହ: ବାହାଘର ଭୋଜି ବନ୍ଦ କରି କରୋନା ସଚେତନତାର ବାର୍ତ୍ତା ଦେଲେ ନବଦମ୍ପତି

ଯାଜପୁର(କେନ୍ୟୁଜ): ବିବାହ ଭୋଜିକୁ ବନ୍ଦ କରି କରୋନା ସଚେତନତାର ବାର୍ତ୍ତା ଦେଲେ ନବଦମ୍ପତି। ନିଜ ଅଞ୍ଚଳରେ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରି ଲୋକଙ୍କୁ ସଚେତନ କଲେ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଟିଣା ଅଞ୍ଚଳର ସଂଗ୍ରାମ କେଶରୀ ସାହୁ ନିଜର ବିବାହ ଭୋଜିକୁ ବନ୍ଦ କରି ପତ୍ନୀ…

କ୍ୟାବିନେଟ ସଂପ୍ରସାରଣରେ ଓଡ଼ିଶାରୁ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ (କେନ୍ୟୁଜ) : ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ । ମୋଦି କ୍ୟାବିନେଟ୍‌ର ସମ୍ପ୍ରସାରଣରେ ଓଡ଼ିଶାରୁ କିଏ ପାଇବେ ମନ୍ତ୍ରୀପଦ ତାକୁ ନେଇ ଚର୍ଚ୍ଚା ଜୋର । କ୍ୟାବିନେଟ ସଂପ୍ରସାରଣରେ ଓଡ଼ିଶାରୁ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ସ୍ଥାନ ମିଳିପାରେ । ବିଶେଶ୍ୱର ଟୁଡୁ ଏବେ…

ସୁରୁଖୁରରେ ପୁରୀ ରଥଯାତ୍ରା ଶେଷ ପାଇଁ ବଡ଼ଦାଣ୍ଡରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ପୁରୀ (କେନ୍ୟୁଜ) : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସୁରୁଖୁରରେ ଯାତ୍ରା ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବଡ଼ଦାଣ୍ଡରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ରଥଯାତ୍ରା ସମୟରେ SOP କଡ଼ାକଡ଼ି ଭାବେ ପାଳନ କରାଯିବ। SOP ବିରୋଧରେ…

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଦଉଡ଼ିରେ ବାନ୍ଧି ମାଡ଼, ସ୍ତ୍ରୀ ଶାଶୂ ଓ ଶ୍ୱଶୂର ନିସ୍ତୁକ ପିଟିଲେ

ସୋର (କେନ୍ୟୁଜ) : ଦ୍ୱିତୀୟ ବିବାହ ଯୋଜନା ହେଲା କାଳ। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼। ମାଡ ବେଳର ଭିଡିଓ ଭାଇରାଲ। ଜ୍ୱାଇଁଙ୍କୁ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀ , ଶ୍ୱଶୂର ଓ ଶାଶୂ ନିସ୍ତୁକ ପିଟିଲେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଳଙ୍ଗ ଗାଁର ଦିପୁ ଧଳ ସୋର ପୌରପାଳିକା…

ତୈଳଦର ଓ ଦରଦାମ ବୃଦ୍ଧିର ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସ, ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ

ଭୁବନେଶ୍ୱର (କେନ୍ୟୁଜ) : ତୈଳଦର ଓ ଦରଦାମ ବୃଦ୍ଧିର ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସ। ତୈଳଦର ଓ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ଅଭିନବ ପ୍ରତିବାଦ। ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି। ଆଜିଠୁ ୧୭ ତାରିଖ…

ସୁସ୍ଥ ପରେ ଆଜି ଶ୍ରୀଜୀଉଙ୍କ ହେବ ଘଣାଲାଗି ନୀତି

ପୁରୀ (କେନ୍ୟୁଜ) : ଆଜି ଶ୍ରୀଜୀଉଙ୍କ ଅଣସର ତ୍ରୟୋଦଶୀରେ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ଘଣା, ଖଳି ଓ ଖଡି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣାଲାଗି ପରେ ଖଳିଲାଗି ଓ ଖଡିଲାଗି ହୋଇଥାଏ । ଘଣ୍ଟ, ଛତ୍ର,…

ଆଜି ସର୍ବାଧିକ କରୋନା ନେଲା ଜୀବନ, ୫୯ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ବର୍ତ୍ତମାନ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ…

କମୁଛି ସଂକ୍ରମଣ, ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨ହଜାର ୬୦୨ ପଜିଟିଭ୍‌

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣ ହାର। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ହଜାର ୬୦୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ଘଡଘଡି

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା । ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇପାରେ । ଏଥିପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ କରିଛିକରିଛି  ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଜୁନ୍‌ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ…

ଜଗତପୁର କନିବାଟି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର

କଟକ (କେନ୍ୟୁଜ) : ଜଗତପୁର କନିବାଟି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ଯୁବକ ଜଣକ ବରମେଶ ଭୋଇ। ସେ ଦିନ ମଜୁରିଆ ଭାବେ କାମ କରୁଥିଲେ ବୋଲି ଜଣା ପଡିଛି। ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ସକାଳୁ…

ଯାଜପୁର ବୈତରଣୀ ନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା: ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

ଯାଜପୁର ରୋଡ଼(କେନ୍ୟୁଜ୍) : କୋରେଇ ଥାନା ମୁକୁନ୍ଦପୁର ବୈତରଣୀ ନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା l ଘଟଣାରେ ସଂପୃକ୍ତ ଥିବା ଯୁବକକୁ ଗିରଫ କରି କୋର୍ଟ ଚାଲାଣ କଲା କୋରେଇ ପୋଲିସ। ସାଙ୍ଗରେ ମାଛ ଧରିବାକୁ ନେଇ ସେହି ଗ୍ରାମର ଶାନ୍ତନୁ ଖଟୁଆ ନାମକ ଯୁବକ ନାବାଳକ ସହ ଅପ୍ରାକୃତିକ ଯୌନ…