ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଦଉଡ଼ିରେ ବାନ୍ଧି ମାଡ଼, ସ୍ତ୍ରୀ ଶାଶୂ ଓ ଶ୍ୱଶୂର ନିସ୍ତୁକ ପିଟିଲେ

ସୋର (କେନ୍ୟୁଜ) : ଦ୍ୱିତୀୟ ବିବାହ ଯୋଜନା ହେଲା କାଳ। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼। ମାଡ ବେଳର ଭିଡିଓ ଭାଇରାଲ। ଜ୍ୱାଇଁଙ୍କୁ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀ , ଶ୍ୱଶୂର ଓ ଶାଶୂ ନିସ୍ତୁକ ପିଟିଲେ। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଳଙ୍ଗ ଗାଁର ଦିପୁ ଧଳ ସୋର ପୌରପାଳିକା ଅଡଙ୍ଗ ବଜାର ଅଞ୍ଚଳରୁ ବର୍ଷେ ତଳେ ଜନୈକ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଦିପୁ ତାର ଶ୍ୱଶୂର ଘରକୁ ଯାଇଥିବା ବେଳେ ତାର ଦ୍ୱିତୀୟ ବିବାହ ଖବର ପାଇ ନିର୍ଦ୍ଧୁମ୍‌ ମାଡ଼ ଖାଇଲେ। ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.