Below header

ଭାରତୀୟ ରେଲୱେରେ ଖାଲିପଡିଛି ଷ୍ଟେସନ ମାଷ୍ଟର ପଦବୀ, ଜୁଲାଇ ୨୫ ଯାଏଁ କରିପାରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି କରିବାକୁ ମନ କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଳବାଇ ପକ୍ଷରୁ ପଶ୍ଚିମ ମଧ୍ୟମ ରେଲୱେ (WCR) ଅଧିନରେ ଷ୍ଟେସନ ମାଷ୍ଟର ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହିସବୁ ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ wrc.indianrailways.gov.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଏହାଛଡା ପ୍ରାର୍ଥୀ ସିଧାସଳଖ ଭାବେ ଲିଙ୍କ http://103.229.25.252:8080/RRCJBP_GDCE2021/ କୁ ଯାଇ କ୍ଲିକ କରି ମଧ୍ୟ ଆବେଦନ କରିପାରିବେ। ଏହା ସହିତ ଲିଙ୍କ http://103.229.25.252:8080/RRCJBP_GDCE2021/Template/GDCE_2021.Eng.pdf ଜରିଆରେ ଅଧିକାରକ ନୋଟିଫିକେସନ ଦେଖିପାରିବେ।

ପଦବୀ ବିବରଣୀ:

ଷ୍ଟେସନ ମାଷ୍ଟର: ୩୮

ଆବେଦନ କରିବାର ଶେଷ ତାରିଖ ୨୫ ଜୁଲାଇ ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା: କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳରୁ ଗ୍ରାଜୁଏଟ ଡିଗ୍ରୀ କିମ୍ବା ସମକକ୍ଷ ଯୋଗ୍ଯତା ଥିବା ଦରକାର।

ବୟସ ସୀମା: ସାମାନ୍ଯ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ୪୦ ବର୍ଷ ସର୍ବାଧିକ ରହିଥିବା ବେଳେ, ଏସସି/ଏସଟି ପାଇଁ ୪୫ ବର୍ଷ ଏବଂ ଓବିସି ପାଇଁ ୪୩ ବର୍ଷ ହେବା ଜରୁରୀ।

ଦରମା : ମାସକୁ ୬୧,୪୦୦ ଟଙ୍କା

ଅଧିକ ଜାଣିବା ପାଇଁ ଏହିସବୁ ଲିଙ୍କରେ କ୍ଲିକ କରନ୍ତୁ।

wrc.indianrailways.gov.in

http://103.229.25.252:8080/RRCJBP_GDCE2021/

http://103.229.25.252:8080/RRCJBP_GDCE2021/Template/GDCE_2021.Eng.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.