Below header
Browsing Category

ରାଜ୍ୟ

କୋଭିଡ ସ୍ଥିତି ଓ ସମ୍ଭାବ୍ୟ ତୃତୀୟ ଲହରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ…

କେନ୍ୟୁଜ୍(ବ୍ୟୁରୋ):  ନବୀନଙ୍କ ଫୋକସ୍‌ରେ କରୋନାର ତୃତୀୟ ଲହର ମୁକାବିଲା । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଅଗଷ୍ଟ ଶେଷ ବେଳକୁ ଯଦି କରୋନା ତୃତୀୟ ଲହର ଆସେ, ଏହାକୁ ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର…

ନୂଆ ରୂପରେ ସଜେଇ ହେବ ଭୁବନେଶ୍ୱର ରେଳ ଷ୍ଟେସନ, ଖର୍ଚ୍ଚ ହେବ ୧ ହଜାର ୭୫ କୋଟି ଟଙ୍କା

ଭୁବନେଶ୍ୱର(କେ ନ୍ୟୁଜ):  ଭୁବନେଶ୍ୱର ରେଲୱେ ଷ୍ଟେସନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମିଳନୀର ଆୟୋଜନ କରାଯାଇଛି । ନୂଆ ରୂପରେ ଦେଖିବାକୁ ମିଳିବ ଭୁବନେଶ୍ୱର ରେଲୱେ ଷ୍ଟେସନ । ଭୁବନେଶ୍ୱର ଷ୍ଟେସନର ଉନ୍ନତିକରଣ ହେବା ସହ ଯାତ୍ରୀଙ୍କୁ ସୁବିଧା ଯୋଗାଇବା ନିମନ୍ତେ ବହୁ ବ୍ୟବସ୍ଥା କରାଯିବ ।…

ତିନି ଝିଅଙ୍କ ଆଖି ସାମ୍ନାରେ ଝୁଲୁଛି ବାପାଙ୍କ ଶବ

ବାରିପଦା (କେନ୍ୟୁଜ) : କିଛି ବୁଝିପାରୁନାହାଁନ୍ତି ଏହି ୩ ଭଉଣୀ। କଣ ହେଇଗଲା ଏମିତି ହଠାତ୍‌। ଆମେ ଏବେ କେମିତି ବଞ୍ଚିବୁ। ମା ତ ପଳାଇଥିଲା ଆଉ ଏବେ ବାପା ଏମିତି ଆମକୁ ଛାଡି ଚାଲିଗଲେ। ଏବେ ଆମେ କଣ କରିବୁ, କେଉଁଠି ରହିବୁ, ଖାଇବୁ କଣ ବଞ୍ଚିବୁ କେମିତି? ଏମିତି କେତେ କଣ ଭାବି ଭୋ ଭୋ ହୋଇ…

କେଉଁଠି ନଥିବେ ଏମିତି ମଶାଣି ମଣିଷ, ବିନା ପାରିଶ୍ରମିକରେ ଏମାନେ କରନ୍ତି ଶବ ସତ୍କାର

ନୟାଗଡ (କେନ୍ୟୁଜ) : କୋଭିଡ ମହାମାରୀର ଭୟ । ଯେଉଁଠି ନିଜର ମଣିଷମାନେ ପର ହୋଇ ଯାଉଛନ୍ତି ସେଠି ଏମିତି କିଛି ଅଛନ୍ତି, ଯେଉଁମାନେ ପରକୁ ଆପଣାର କରି ନେଉଛନ୍ତି । କଥାରେ ନୁହେଁ କାମରେ । ନିଜର କର୍ମ ଯୋଗୁଁ ସମସ୍ତଙ୍କ ପ୍ରିୟ ହୋଇଯାନ୍ତି ଏମାନେ। ଏମିତି ମହତ କାମ ପାଇଁ ଚର୍ଚ୍ଚାରେ ଅଛନ୍ତି…

ଯାଜପୁର: କୁଆଖିଆ ପୋଲିସ ଦ୍ୱାରା ୧୮କେଜି ଗଞ୍ଜେଇ ଜବତ, ଟଙ୍କା, ମୋବାଇଲ ଓ ସ୍କୁଟି ସହ ୨ଗିରଫ

ଯାଜପୁର (କେନ୍ୟୁଜ):  କୁଆଖିଆ ଥାନା କୃଷ୍ଣପଡ଼ା ଛକ ନିକଟରୁ ଗୁରୁବାର ବିଳମ୍ୱିତ ରାତ୍ରିରେ କୁଆଖିଆ ପୋଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବଡକଇଁଚି ପଞ୍ଚାୟତ ଗରୁଆଳ ଗ୍ରାମର ରାଜକିଶୋର ସାହୁ ଓ ରାହାମ୍ବା ପଞ୍ଚାୟତ ଡିହକୁରାଂଶ ଗ୍ରାମର…

ବିଦ୍ୟାଭାରତୀଙ୍କ ସହ ସମ୍ପକର୍କକୁ ଖଣ୍ଡନ କଲେ ଡିଏଫଓ, ୩ ଘଣ୍ଟା ଜେରା ପରେ ଛାଡ଼ିଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଘନ ଘନ ଜେରା।ପାରଳାଖେମୁଣ୍ଡି ପୋଲିସ DFOଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗୁଡେଇ ତୁଡେଇ ଜେରା କରିଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ପଚରାଉଚରାରେ ସାମିଲ…

ଟାଟୁ ବିବାଦକୁ ନେଇ ଦାମ୍ପତ୍ୟ କଳହ ଘଟଣା: କଟକ ମହିଳା ଥାନାରେ ପହଞ୍ଚିଲେ ସ୍ୱାମୀ ଓ ସ୍ତ୍ରୀ

କଟକ(କେନ୍ଯୁଜ୍): ଟାଟୁ ବିବାଦକୁ ନେଇ ଦାମ୍ପତ୍ୟ କଳହ। କଟକ ମହିଳା ଥାନାରେ ପହଞ୍ଚିଲେ ସ୍ତ୍ରୀ ସୋନାଲି ଓ ସ୍ୱାମୀ ମୋହିତ ଶର୍ମା। ସୋନାଲିଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ମିଛ ବୋଲି କହିଛନ୍ତି ମୋହିତ। କହିଛନ୍ତି ପରିବାର ପକ୍ଷରୁ ତାଙ୍କୁ ନିର୍ଯାତନା ଦିଆଯାଇନାହିଁ । ଗର୍ଭ ନଷ୍ଟ କରିବା…

ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ନ୍ୟୁ ଜେନେରେସନ୍‌ ଆକାଶ ମିଶାଇଲ ପରୀକ୍ଷଣ

କେନ୍ଯୁଜ୍: ନ୍ୟୁ ଜେନେରେସନ୍‌ ଆକାଶ ମିଶାଇଲ ପରୀକ୍ଷଣ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଛି। ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ୧୧ଟା ୫୫ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ଏହାର…

ଆଜି ମୃତ ସୌମ୍ୟ ରଞ୍ଜନଙ୍କ ଏକାଦଶାହ, ଏପଟେ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଗୁଡେଇ ତୁଡେଇ ଚାଲିଛି ଜେରା

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଘନ ଘନ ଜେରା। ପାରଳାଖେମୁଣ୍ଡି ପୋଲିସ DFOଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗୁଡେଇ ତୁଡେଇ ଜେରା କରୁଛି। କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ପଚରାଉଚରାରେ…

ଢେଙ୍କାନାଳ ନିମବାହାଳୀ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ହାତୀପଲ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ନିମବାହାଳୀ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ହାତୀପଲ। ୨୫ଟିକିଆ ହାତୀପଲ ଥିବା ବେଳେ , ୧୬ଟି ହାତୀ ରାସ୍ତା ପାର ହୋଇଛନ୍ତି। ଅନ୍ୟ ହାତୀ ଗୁଡ଼ିକ ରାସ୍ତା କଡରେ ରହିଥିବାରୁ ଗାଡ଼ି, ମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗାଁ…

ସମ୍ବେଦନଶୀଳ ଅଙ୍ଗରେ ସ୍ତ୍ରୀ କରିଥିଲେ ପ୍ରେମିକ ନାଁରେ ଟାଟୁ, ସ୍ୱାମୀଙ୍କୁ ଦେଉଥିଲେ ବାରମ୍ବାର ଧମକ

କଟକ (କେନ୍ୟୁଜ) : ସାତ ଜନ୍ମର ସାଥି ହେବା ନେଇ ପରସ୍ପରକୁ ଦେଇଥିଲେ ପ୍ରତିଶୃତି। ବେଦି ଉପରେ ସିନ୍ଦୁର ପିନ୍ଧି ଯେଉଁ ସ୍ବାମୀକୁ ଦେବତା କରିଥିଲେ, ଶେଷରେ ସେହି ଦେବତାକୁ ପରକୀୟା ପ୍ରୀତି ପାଇଁ କରିଥିଲେ ଦୁର୍ବ୍ୟବହାର । ଆଉ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ଦେଉଥିଲେ ନିର୍ଯ୍ୟାତନା । ମର୍କତ…

ମୁଁ ଚାକିରୀରୁ ଇସ୍ତଫା ଦେଇ ତମ ଚାକର ହୋଇ ରହିବି, ଚିଠିରେ ଏମିତି କାହିଁକି ଲେଖିଥିଲେ ACF ସୌମ୍ୟ ରଞ୍ଜନ

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ରହସ୍ୟ ବଢୁଥିବାବେଳେ ଏବେ ହସ୍ତଗତ ହୋଇଛି ସୌମ୍ୟଙ୍କ ହାତଲେଖା ଚିଠି। ଯେଉଁଥିଲେ ସେ ପତ୍ନୀ ବିଦ୍ୟାଭାରତୀଙ୍କୁ ବହୁତ ଭଲ ପାଉଥିବା ଜଣାପଡିଛି। ମୁଁ ଚାକିରୀରୁ ଇସ୍ତଫା ଦେଇ ତମ ଚାକର…