ଢେଙ୍କାନାଳ ନିମବାହାଳୀ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ହାତୀପଲ

ଢେଙ୍କାନାଳ(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ନିମବାହାଳୀ ଗାଁ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ହାତୀପଲ। ୨୫ଟିକିଆ ହାତୀପଲ ଥିବା ବେଳେ , ୧୬ଟି ହାତୀ ରାସ୍ତା ପାର ହୋଇଛନ୍ତି।

ଅନ୍ୟ ହାତୀ ଗୁଡ଼ିକ ରାସ୍ତା କଡରେ ରହିଥିବାରୁ ଗାଡ଼ି, ମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗାଁ ନିକଟରେ ହାତୀପଲ ଥିବାରୁ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ହାତୀର ଗତିବିଧୀ ଉପରେ ନଜର ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.