ହାତୀପଲଙ୍କୁ ଟେକା ଫିଙ୍ଗି ୪ ଗିରଫ,ଭିଡିଓ ସୋସିଆଲ ମିଡିଆରେ ଭାଇରାଲ
କେନ୍ଦୁଝର: ହାତୀପଲଙ୍କୁ ଟେକା ଫିଙ୍ଗି ୪ ଗିରଫ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଞ୍ଚଳରେ ହାତୀପଲଙ୍କୁ ଟେକାପଥର ମାଡ଼ କରିବା ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ପାଟଣା ରେଞ୍ଜ ଅଞ୍ଚଳରେ ୪ ଟିକିଆ…