ବନ ବିଭାଗର ଉଦ୍ଯମ ପରେ ଉଦ୍ଧାର ହେଲେ ପଙ୍କ ଭିତରେ ଫଶିଥିବା ହାତୀପଲ

ବ୍ରହ୍ମପୁର: ଉଦ୍ଧାର ହେଲେ ପଙ୍କ ଭିତରେ ଫଶିଥିବା ହାତୀପଲ । ଉଦ୍ଧାର ହେବା ପରେ ହାତୀପଲ ସୋରଳ-ସୁନାପୁର ବାହୁଦା ନଦୀ ନିକଟରେ ଥିବା ଏକ ବିଲ ନିକଟରେ ରହିଛନ୍ତି ।

ସୂଚନା ଥାଉକି ଆଜି ସକାଳୁ ପଙ୍କ ଭିତରେ ଫଶିଯାଇଥିଲେ ହାତୀପଲ । ବ୍ରହ୍ମପୁର ରେଞ୍ଜ ଅନ୍ତର୍ଗତ ସୋରଳ- ସୁନାପୁର ମଧ୍ୟ ବାହୁଦା ନଦୀ ନିକଟ ଏକ ପଙ୍କୁଆ ସ୍ଥାନରେ ଫଶିଯାଇଥିଲେ ଦଶ ଟିକିଆ ହାତୀ ପଲ। ତେବେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ଉଦ୍ଧାର କରିବାରେ ସଫଳ ହୋଇଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.