Below header
Browsing Tag

elephants drowning

ବନ ବିଭାଗର ଉଦ୍ଯମ ପରେ ଉଦ୍ଧାର ହେଲେ ପଙ୍କ ଭିତରେ ଫଶିଥିବା ହାତୀପଲ

ବ୍ରହ୍ମପୁର: ଉଦ୍ଧାର ହେଲେ ପଙ୍କ ଭିତରେ ଫଶିଥିବା ହାତୀପଲ । ଉଦ୍ଧାର ହେବା ପରେ ହାତୀପଲ ସୋରଳ-ସୁନାପୁର ବାହୁଦା ନଦୀ ନିକଟରେ ଥିବା ଏକ ବିଲ ନିକଟରେ ରହିଛନ୍ତି । ସୂଚନା ଥାଉକି ଆଜି ସକାଳୁ ପଙ୍କ ଭିତରେ ଫଶିଯାଇଥିଲେ ହାତୀପଲ । ବ୍ରହ୍ମପୁର ରେଞ୍ଜ ଅନ୍ତର୍ଗତ ସୋରଳ- ସୁନାପୁର ମଧ୍ୟ…

ମହାନଦୀ ବନ୍ଯା ପାଣିରେ ଭାସିଗଲେ ହାତୀପଲ, ଆଠଗଡ଼ରୁ ଚନ୍ଦକା ଯିବାକୁ ପାର୍ ହେଉଥିଲେ ନଦୀ

କଟକ(କେନ୍ଯୁଜ୍) : ନଦୀରେ ଭାସିଗଲେ ହାତୀ ପଲ । କଟକ ମୁଣ୍ଡୁଳି ନିକଟରେ ମହାନଦୀ ବନ୍ୟା ପାଣିରେ ପ୍ରାୟ ୯ଟି ହାତୀ ଭାସି ଯାଇଥିବା ଆଠଗଡ଼ ରେଞ୍ଜର୍‌ ସୂଚନା ଦେଇଛନ୍ତି । ହାତୀପଲରେ ପ୍ରାୟ ୨୦ଟି ହାତୀ ଥିବାବେଳେ ୯ଟି ହାତୀ ଭାସିଯାଇଛନ୍ତି । ଅନନ୍ତପୁର ପାଖରେ ଗୋଟିଏ ହାତୀ ଦେଖିବାକୁ ମିଳୁଛି ।…