Browsing Tag

elephants rescued

ଚିଲିକାରେ ପଶିଥିବା ୧୬ଟିକିଆ ହାତୀ ପଲ ଉଦ୍ଧାର, ଜଳ ରାଶିରୁ ସ୍ଥଳଭାଗକୁ ଘଉଡାଇଲା ବନବିଭାଗ

ଟାଙ୍ଗୀ(କେନ୍ଯୁଜ୍): ଚିଲିକାରେ ପଶିଥିବା ୧୬ଟିକିଆ ହାତୀ ପଲ ଉଦ୍ଧାର । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଚିଲିକାର ଜଳ ରାଶିରୁ ସ୍ଥଳଭାଗକୁ ହାତୀପଲଙ୍କୁ ଘଉଡାଇଛି ଟାଙ୍ଗୀ ବନବିଭାଗ । ହାତୀପଲ ଏବେ ତରାପି ଜଙ୍ଗଲରେ ରହିଛନ୍ତି । ଗତ ୩ ଦିନ ତଳେ ୧୬ଟିକିଆ ହାତୀ ପଲ ବୋଇତିଆ ଜଙ୍ଗଲରୁ ଖାଦ୍ୟ…

ବନ ବିଭାଗର ଉଦ୍ଯମ ପରେ ଉଦ୍ଧାର ହେଲେ ପଙ୍କ ଭିତରେ ଫଶିଥିବା ହାତୀପଲ

ବ୍ରହ୍ମପୁର: ଉଦ୍ଧାର ହେଲେ ପଙ୍କ ଭିତରେ ଫଶିଥିବା ହାତୀପଲ । ଉଦ୍ଧାର ହେବା ପରେ ହାତୀପଲ ସୋରଳ-ସୁନାପୁର ବାହୁଦା ନଦୀ ନିକଟରେ ଥିବା ଏକ ବିଲ ନିକଟରେ ରହିଛନ୍ତି । ସୂଚନା ଥାଉକି ଆଜି ସକାଳୁ ପଙ୍କ ଭିତରେ ଫଶିଯାଇଥିଲେ ହାତୀପଲ । ବ୍ରହ୍ମପୁର ରେଞ୍ଜ ଅନ୍ତର୍ଗତ ସୋରଳ- ସୁନାପୁର ମଧ୍ୟ…