Below header
Browsing Category

ରାଜ୍ୟ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ଘଡଘଡି

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା । ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇପାରେ । ଏଥିପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ କରିଛିକରିଛି  ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ଜୁନ୍‌ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ…

ଜଗତପୁର କନିବାଟି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର

କଟକ (କେନ୍ୟୁଜ) : ଜଗତପୁର କନିବାଟି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ଯୁବକ ଜଣକ ବରମେଶ ଭୋଇ। ସେ ଦିନ ମଜୁରିଆ ଭାବେ କାମ କରୁଥିଲେ ବୋଲି ଜଣା ପଡିଛି। ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ସକାଳୁ…

ଯାଜପୁର ବୈତରଣୀ ନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା: ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

ଯାଜପୁର ରୋଡ଼(କେନ୍ୟୁଜ୍) : କୋରେଇ ଥାନା ମୁକୁନ୍ଦପୁର ବୈତରଣୀ ନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା l ଘଟଣାରେ ସଂପୃକ୍ତ ଥିବା ଯୁବକକୁ ଗିରଫ କରି କୋର୍ଟ ଚାଲାଣ କଲା କୋରେଇ ପୋଲିସ। ସାଙ୍ଗରେ ମାଛ ଧରିବାକୁ ନେଇ ସେହି ଗ୍ରାମର ଶାନ୍ତନୁ ଖଟୁଆ ନାମକ ଯୁବକ ନାବାଳକ ସହ ଅପ୍ରାକୃତିକ ଯୌନ…

ରାଜ୍ୟରେ ଦ୍ୱିଗୁଣିତ ହେବ ଷ୍ଟିଲ୍‌ ଉତ୍ପାଦନ କ୍ଷମତା, ୫ଟି ମେଗା ପ୍ରକଳ୍ପକୁ HLCAର ମିଳିଛି ଅନୁମୋଦନ

କେନ୍ୟୁଜ୍(ବ୍ୟୁରୋ):  ଷ୍ଟିଲ୍‌ ହବ ପାଲଟିବ ଓଡ଼ିଶା । ରାଜ୍ୟରେ ଦ୍ୱିଗୁଣିତ ହେବ ଷ୍ଟିଲ୍‌ ଉତ୍ପାଦନ କ୍ଷମତାା ୫ଟି ମେଗା ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ କ୍ଲିୟରେନ୍ସ ଅଥରିଟି ବା HLCAର ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ୧ଲକ୍ଷ ୪୬…

ନବୀନ ନିବାସରେ ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଏଥିରେ ରହିଛି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ…

କେନ୍ୟୁଜ୍(ବ୍ୟୁରୋ):   ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ…

ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ, ୭୬ବର୍ଷ ବୟସରେ ଏମ୍‌ଏ ପାସ୍‌ କଲେ ସୁବର୍ଣ୍ଣପୁରର ରମେଶ ପ୍ରସାଦ…

ସୋନପୁର(କେନ୍ୟୁଜ୍):  ୭୬ବର୍ଷ ବୟସରେ ଏମ୍‌ଏ ପାସ୍‌। ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ । ଏହା କରି ଦେଖାଇଛନ୍ତି ସୁବର୍ଣ୍ଣପୁରର ରମେଶ ପ୍ରସାଦ ନାୟକ । ସବୁ କାମରେ ବୟସ ଯେ ପ୍ରତିବନ୍ଧକ ନୁହେଁ, ତାହା ପ୍ରମାଣ କରିଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ରମେଶ ପ୍ରସାଦ ନାୟକ ।…

ମୟୁରଭଞ୍ଜ : ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା, ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ

ବାରିପଦା (କେନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ବଜ୍ରପାତରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ବେତନଟୀ ଥାନା ଅନ୍ତର୍ଗତ ପୁରୀଖୁଣ୍ଟା ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ…

ଭୁବନେଶ୍ବର: ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ପ୍ରଭାତ ରଂଜନ ବେଉରିଆ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର ବିମାନ ବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ପ୍ରଭାତ ରଂଜନ ବେଉରିଆ । ଦାୟିତ୍ବ ନେବା ପରେ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଅନେକ ବିକାଶ ମୂଳକ ଓ ନବୀ କରଣ କାମ ବାକି ରହିଛି, ଏହାକୁ ତ୍ବରାନ୍ବିତ କରାଯିବ । ଅନେକ ପ୍ରୋଜକ୍ଟ ସହ…

ଅଲୋଡ଼ା କରୋନା ମୃତକଙ୍କ ଶବକୁ ଦାହ କରି ଆହ୍ଲାବାଦ ପ୍ରୟାଗରେ ଅସ୍ଥି ବିସର୍ଜନ କଲେ ମଶାଣୀ ବନ୍ଧୁ

ସୁନ୍ଦରଗଡ (କେନ୍ୟୁଜ) : ଦୁନିଆରେ ଆଜି ବି ମରିନି ମାନବିକତା, ଲୋପ ପାଇନି ଅନ୍ୟକୁ ସାହାଯ୍ୟ କରିବାର ସ୍ପୃହା। ମଲାପରେ ବି ଯେଉଁଠି ନିଜ ଲୋକ ପର କରିଦେଲେ ସେଠି ସାଥ୍‌ ଦେଇଛନ୍ତି ମଶାଣୀ ବନ୍ଧୁ। କରୋନାରେ ମୃତ୍ୟୁବରଣ ପରେ ସ୍ମଶାନରୁ ଅସ୍ଥି ନେଲେନାହିଁ ପରିବାର ଲୋକେ। କିନ୍ତୁ ଏହି ଅବହେଳିତ…

ଯାଜପୁର: ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ତିଆରି ହେବ ବ୍ୟାରେଜ, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ତିଆରି ହେବ ବ୍ୟାରେଜ । ସ୍ଥାନୀୟ ଏବଂ ଆଖାପାଖ ଅଚଂଳରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଏହି ବ୍ୟାରେଜ ବିଶେଷ ସହାୟକ ହେବ । ଆଜି ଭିଡିଓ କନପଂରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ମଞ୍ଜୁରୀ…

ଭୁବନେଶ୍ବର: ହଟ୍ ପ୍ୟାଣ୍ଟ ପିନ୍ଧା ଲେଡି ଲୁଟେରା ଏମିତି କଲା ଚୋରି ଦେଖିଲେ ଆଖି ଟେରା ହୋଇଯିବ

ଭୁବନେଶ୍ବର(କେନ୍ୟୁଜ୍):ଚକମା ଦେଖାଇ ସହିଦନଗର ଏକ ମୋବାଇଲ ଦୋକାନରୁ ଲକ୍ଷେ ୩୯ ହଜାର ଟଙ୍କିଆ Iphone 12pro max ମୋବାଇଲ ହଡପ କରି ନେଇଥିବା ଯୁବତୀ ଥାନାରେ ଅଟକ। ଆଜି ଦିନ ସାଢେ ୧୧ଟା ବେଳେ ସହୀଦନଗର ସ୍ଥିତ ସେଲ ଡଟ ସେଭେନ ନାମକ ଏକ ମୋବାଇଲ ଦୋକାନକୁ ଯୁବତୀ ଆସି Iphone 12pro…