Below header

ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ, ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ କଲା ପରାସ୍ତ

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ । ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛନ୍ତି ମୁମ୍ବାଇ ଟିମ । ହାଇଦ୍ରାବାଦର ୧୭୪ ରନ ଟାର୍ଗେଟକୁ ମୁମ୍ବାଇ ଦଳ ୩ ୱିକେଟ ହରାଇ ବିଜୟ ହାସଲ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ମୁମ୍ୱାଇକୁ ବିଜୟର ତାଜ ପିନ୍ଧାଇଛି ।

(କେନ୍ୟୁଜ): ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ ।  ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛନ୍ତି ମୁମ୍ବାଇ ଟିମ ।  ହାଇଦ୍ରାବାଦର ୧୭୪ ରନ ଟାର୍ଗେଟକୁ ମୁମ୍ବାଇ ଦଳ ୩ ୱିକେଟ ହରାଇ ବିଜୟ ହାସଲ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ମୁମ୍ୱାଇକୁ ବିଜୟର ତାଜ ପିନ୍ଧାଇଛି ।  ୫୧ ବଲରୁ ୧୨ ଚୌକା ଓ ୬ ଛକା ସହ ୧୦୨ ରନ କରିଥିଲେ ସୂର୍ଯ୍ୟକୁମାର।  ସେହିପରି ୩୨ ବଲରୁ ୬ ଚୌକା ସହ ୩୭ ରନ କରି ଅପରାଜିତ ଥିଲେ ତିଳକ ବର୍ମା ।  ୧୨ଟି ମ୍ୟାଚରୁ ମୁମ୍ବାଇ ୪ଟିରେ ବାଜିମାରିଥିବା ବେଳେ ୮ଟି ମ୍ୟାଚରେ ପରାସ୍ତ ହୋଇଛି । ଏପଟେ ୧୧ଟି ମ୍ୟାଚରୁ ୫ମ ପରାଜୟ ପରେ ପୂର୍ବପରି ଚତୁର୍ଥ ସ୍ଥାନରେ ରହିଛି ହାଇଦ୍ରାବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.