Browsing Tag

Sunrisers Hyderabad

IPL କ୍ବାଲିଫାୟର-୨, ରାଜସ୍ଥାନକୁ ହରାଇ ଫାଇନାଲ ଟିକେଟ ହାତେଇଲା ହାଇଦ୍ରାବାଦ

୬ ବର୍ଷ ପରେ ଫାଇନାଲରେ ହାଇଦ୍ରାବାଦ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଦମଦାର ବିଜୟ । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନକୁ ହରାଇ ହାଇଦ୍ରାବାଦ ପହଞ୍ଚିଛି ଫାଇନାଲରେ । ପ୍ରଥମେ ହାଇଦ୍ରାବାଦ ପ୍ୟାଟ କମିସନଙ୍କ ଦଳ ବ୍ୟାଟିଂ କରି ରାଜସ୍ଥାନକୁ ୧୭୫ରନର ଟାର୍ଗେଟ…

ଆଜି କ୍ବାଲିଫାୟର-୨ ମୁକାବିଲା, ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ

ଫାଇନାଲ ଲକ୍ଷ୍ୟରେ ହାଇଦ୍ରାବାଦ, ରାଜସ୍ଥାନ। ଆଜି କ୍ବାଲିଫାୟର-୨ ମୁକାବିଲା । ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ। ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚର ବିଜୟୀ ଦଳ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ କୋଲକାତାକୁ…

ଅଧୁରା ରହିଗଲା କୋହଲିଙ୍କ ସ୍ୱପ୍ନ, ୪ୱିକେଟରେ RCBକୁ ହରାଇ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସ

ହାରିଲା ଦଳ ଭାଙ୍ଗିଲା ସ୍ବପ୍ନ । ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗତକାଲି ରାଜସ୍ଥାନ ରୟାଲସ ଠାରୁ ହାରି ଯାଇଛି । ବିଜୟୀ ହୋଇ କ୍ୱାଲିଫାୟର ୨ରେ ପହଞ୍ଚିଛି ରାଜସ୍ଥାନ ।  ଲଗାତାର ୬ଟି ମ୍ୟାଚ ଜିତି ପ୍ଲେଅଫକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଆଇପିଏଲରୁ ବିଦା…

ହାଇଦ୍ରାବାଦର ରେକର୍ଡ ବିଜୟ, ଲକ୍ଷ୍ନୌକୁ ୧୦ ୱିକେଟରେ ହରାଇଲା ଟିମ୍

ଆଇପିଏଲ୍ ରେ ହାଇଦ୍ରାବାଦର ରେକର୍ଡ ବିଜୟ ।  ଲକ୍ଷ୍ନୌ ସୁପର ଜାୟଣ୍ଟସ ବିପକ୍ଷରେ ୪୫ ମିନିଟରେ ଜିତିଲା ହାଇଦ୍ରାବାଦ । ଲକ୍ଷ୍ନୌକୁ ୧୦ ୱିକେଟରେ ହରାଇଲା ଘରୋଇ ହାଇଦ୍ରାବାଦ ଟିମ୍ । ଏପରିକି ମାତ୍ର ୫୮ଟି ବଲ୍ ରେ ଅର୍ଥାତ୍ ୯ ଓଭର ୪ଟି ବଲ୍ ରେ ୧୬୭ ରନ୍ ର ବିଜୟ ଲକ୍ଷ୍ୟ ହାସଲ କରିଛି…

ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ, ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ କଲା ପରାସ୍ତ

(କେନ୍ୟୁଜ): ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ ।  ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛନ୍ତି ମୁମ୍ବାଇ ଟିମ ।  ହାଇଦ୍ରାବାଦର ୧୭୪ ରନ ଟାର୍ଗେଟକୁ ମୁମ୍ବାଇ ଦଳ ୩ ୱିକେଟ ହରାଇ ବିଜୟ ହାସଲ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ମୁମ୍ୱାଇକୁ ବିଜୟର ତାଜ…

ଶେଷ ବଲରେ ଚକମା ଦେଲା ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନକୁ ୧ ରନ୍ ରେ ହରାଇଲା

(କେନ୍ୟୁଜ): ଶେଷ ବଲରେ ଚକମା ଦେଲା ସନରାଇଜର୍ସ ହାଇଦ୍ରାବାଦ । ରାଜସ୍ଥାନର ବିଜୟ ଧାରାରେ ଲଗାଇଲା ବ୍ରେକ୍ । ୯ଟି ମ୍ୟାଚରୁ ୮ଟି ମ୍ୟାଚରେ ଜିତି ପ୍ଲେ ଅଫର ଦ୍ବାର ଦେଶରେ ପହଞ୍ଚିସାରିଥିବା ରାଜସ୍ଥାନକୁ ୧ ରନ୍ ରେ ହରାଇଲା ହାଇଦ୍ରାବାଦ । ଏହି ସଫଳତା ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ…

ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି, ହାଇଦ୍ରାବାଦକୁ ୩୫ ରନରେ କଲା ଘାଇଲା

(କେନ୍ୟୁଜ): ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି । କ୍ରାମାଗତ ୬ ପରାଜୟ ପରେ ତାରକା ଖଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଏହି ଧାରାରେ ବ୍ରେକ ଲଗାଇଛି । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦକୁ ୩୫ ରନରେ ହରାଇଛି ଆରସିବି । ଅନ୍ୟପଟେ କ୍ରମାଗତ ୪ ବିଜୟ ପରେ…

ଆଇପିଏଲରେ ହାଇଦ୍ରାବାଦର ଜଲୱା, ଦିଲ୍ଲୀକୁ ୬୭ ରନରେ କଲା ପରାସ୍ତ

(କେନ୍ୟୁଜ): ଆଇପିଏଲରେ ହାଇଦ୍ରାବାଦର ଜଲୱା ।  ଦିଲ୍ଲୀକୁ ୬୭ ରନରେ ପରାସ୍ତ କରି ବାଜି ମାରିଛି SRH । ୨୬୭ ରନ ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଦଶମିକ ୧ ଓଭରରେ ୧୯୯ ରନ କରି ଅଲଆଉଟ ହୋଇଥିଲା ।  ଦଳ ପକ୍ଷରୁ ଜ୍ୟାକ ଫ୍ରେଜର ମ୍ୟାଗର୍କ ୬୫ ରନ କରିଥିବା ବେଳେ ଅଭିଷେକ…

IPL: ହାଇଦ୍ରାବାଦର ଦମଦାର ବିଜୟ, ପଞ୍ଜାବକୁ ଶେଷ ଓଭରରେ କଲା ପରାସ୍ତ

ଶେଷ ଓଭରରେ ରୋମାଞ୍ଚ । ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶେଷ ଓଭରରେ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ୍ କରିଥିଲା । ୧୮୩ ରନ୍ ଟାର୍ଗେଟର ପିଛା କରି ଶେଷ ଓଭରରେ ଦୁଇ ଦଳ ଭିତରେ ହୋଇଥିଲା ଘମାଘୋଟ ଲଢ଼େଇ । ପଞ୍ଜାବର ଦୁଇ ତାରକା ଶଶାଙ୍କ ସିଂ ଓ…

ଆଇପିଏଲର ରୋମାଞ୍ଚକର ମ୍ୟାଚ, ହାଇଦ୍ରାବାଦକୁ ୪ ରନରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

(କେନ୍ୟୁଜ): ଆଇପିଏଲରେ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ । ନାଟକୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୪ ରନରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସନ୍ ରାଇଜର୍ସ ହାଇଦ୍ରାବାଦ ଏକଦା ପରାଜୟ ଦ୍ବାର ଦେଶରେ ଥିଲା। ହେଲେ ହେନରିଜ୍ କ୍ଲାସେନ୍ ଛକା ବର୍ଷା…

ଆଇପିଏଲ୍‌ ୨୦୨୪ : ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ ପାଟ କମିନ୍ସ

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ରହିଛି । ଏହାପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଟିମରେ ବଡ ପରିବର୍ତ୍ତନ କରିଛି । ସନରାଇଜର୍ସ ହାଇଦ୍ରାବାଦ ଟିମର ନୂଆ ଅଧିନାୟକ ହୋଇଛନ୍ତି ପାଟ କମିନ୍ସ । ୨୦୨୩ରେ ଦାୟିତ୍ୱ ସମ୍ଭାଳିଥିବା ଏଡନ ମାର୍କରମଙ୍କୁ ଦାୟିତ୍ୱରୁ ମୁକ୍ତି ମିଳିଛି ।…

IPL 2024 : ଆଇପିଏଲ ଇତିହାସରେ ଦାମୀ ଖେଳାଳି ପାଟ କମିନ୍ସ, ୨୦.୫୦ କୋଟିରେ କିଣିଲା ହାଇଦ୍ରାବାଦ

ଆଇପିଏଲ ନିଲାମୀରେ ରେକର୍ଡ । ଆଇପିଏଲ ଇତିହାସରେ ଦାମୀ ଖେଳାଳି ହେଲେ ପାଟ କମିନ୍ସ । ପାଟ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ବାଙ୍ଗାଲୋର ସହିତ ଟକ୍କର ହେବା ପରେ ହାଇଦ୍ରାବାଦ କିଣିଥିଲା । ଶ୍ରୀଲଙ୍କା ଲେଗ ସ୍ପିନର ହସରଙ୍ଗାଙ୍କୁ ୧.୫୦ କୋଟିରେ କିଣିଛି…