Browsing Tag

Sunrisers Hyderabad

ଗାଁରେ ଷ୍ଟାଡିଅମ ନିର୍ମାଣ କଲେ ଭାରତୀୟ କ୍ରିକେଟର ଟି ନଟରାଜନ, ଏବେ ବିନା ଦ୍ୱିଧାରେ ଖେଳିପାରିବେ ଗାଁ ପିଲା

ଭାରତରେ କ୍ରିକେଟକୁ ବହୁତ ଅଧିକ ଲୋକପ୍ରିୟ ଖେଳ ଭାବେ ଗ୍ରହଣ କରାଯାଏ। ଭାରତୀୟ କ୍ରିକେଟ ଫ୍ୟାନ୍ସ କ୍ରିକେଟର୍ସଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଇଚ୍ଛା ରଖିଥାନ୍ତି। ଗାଙ୍ଗୁଲି ହୁଅନ୍ତୁ ଅବା ଧୋନୀ, ବିରାଟ ହୁଅନ୍ତୁ କି ରୋହିତ ସମସ୍ତଙ୍କ ବିଷୟରେ ଜାଣିବା ପାଇଁ କ୍ରିକେଟ ଫ୍ୟାନ୍ସ ପାଗଳ…

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୩୦ କୋଟି ଟଙ୍କାର କୋଭିଡ ସହାୟତା ରାଶି ପ୍ରଦାନ

କରୋନାରେ ସମସ୍ତେ ନିଜ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ କ୍ରିକେଟ ଟିମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜ ପକ୍ଷରୁ ସହଯୋଗର ହାତ ବଢ଼ାଇଛି । କରୋନା ପାଇଁ ୩୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଆଇପିଏଲର ଫ୍ରାଞ୍ଚାଇଜ ଟିମ ସନରାଇଜର୍ସ ହାଇଦ୍ରାବାଦ ନିଜ ଟ୍ୱିଟର ଆକାଉଣ୍ଟରେ…

ଡେଭିଡ୍‌ ଓ୍ଵାର୍ଣ୍ଣରଙ୍କ ଆଇପିଏଲ୍‌ରେ ବଡ଼ ରେକର୍ଡ, ବନିଲେ ଲଗାତାର ସବୁଠୁ ଅଧିକ ଥର ୫୦୦+ ରନ୍‌ କରିଥିବା ପ୍ରଥମ…

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ୍‌ ୨୦୨୦ର ଶେଷ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୧୦ ଓ୍ଵିକେଟ୍‌ରେ ବଡ଼ ବିଜୟ ଲାଭ କରିଛି। ସନ୍‌ରାଇଜର୍ସର ଏହି ବିଜୟରେ କ୍ୟାପ୍‌ଟେନ୍‌ ଡେଭିଡ୍‌ ଓ୍ଵାର୍ଣ୍ଣରଙ୍କ ବଡ଼ ହାତ ରହିଛି। ଓ୍ଵାର୍ଣ୍ଣର ୫୮ ବଲ୍‌ରେ ୧୦ଟି ଚଉକା ଓ ଗୋଟିଏ ଛକ୍କା ମାରି ୮୫…

IPL 2020 : ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ ଓ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ୍‌ରେ ୪୦ ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ ଓ ସନରାଇଜର୍ସ ହାଇଦ୍ରାବାଦ। ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମ୍ୟାଚ୍‌ ହିଁ ଉଭୟଙ୍କୁ ବିଜୟ ପଥରେ ଆଗେଇ ନେବ। ଏବେ ଯାଏଁ ରାଜସ୍ଥାନ ରୟାଲର୍ସ ୧୦ ମ୍ୟାଚ୍‌ ମଧ୍ୟରୁ ୪ଟିରେ ବିଜୟୀ…

ଆଜି କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ, ଜୋରଦାର ହେବ ମୁକାବିଲା

ଆଜି କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ। ଏବେ ଯାଏଁ ଟୁର୍ଣ୍ଣାମେଣ୍ଟରେ ହାଇଦ୍ରାବାଦ ଦୁଇଟି ମ୍ୟାଚ୍‌ ଜିତିଥିବା ବେଳେ ପଞ୍ଜାବ ମାତ୍ର ଗୋଟିଏ ଥର ବିଜୟ ଲାଭ କରିଛି।…

IPL 2020: ଆଜି ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ, ଜୋରଦାର ହେବ…

ଆଜିଠୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଜିତିବା ସ୍ୱପ୍ନ ପୂରା କରିବା ଅଭିଯାନ ଆରମ୍ଭ କରିବେ ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜି ଆଇପିଏଲ୍‌ର ତୃତୀୟ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ସନ୍‌ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଉଭୟେ…

୪୦ ରନରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଯୋସେଫଙ୍କ ୬ ୱିକେଟ୍ କଲା କମାଲ୍

ନୂଆଦିଲ୍ଲୀ : ଆଇପିଏଲର ୧୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅପ୍ରତ୍ୟାଶିତ ବିଜୟ ଦେଇଛନ୍ତି ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଯୋସେଫ। ଆଇପିଏଲ୍ ଇତିହାସରେ ଶ୍ରେଷ୍ଠ ବୋଲିଂ ସହିତ ସେ ସନରାଇଜର୍ସ ହାଇଦ୍ରାବାଦକୁ ୪୦ ରନ୍ରେ ହରାଇଛନ୍ତି। ୧୩୭ ରନକୁ ପିଛା କରିଥିବା ହାଇଦ୍ରାବାଦ ମାତ୍ର…

ରୟାଲ ଚ୍ୟାଲେଞ୍ଜର୍ସର ଶୋଚନୀୟ ପରାଜୟ, ୧୧୮ ରନରେ ମ୍ୟାଚ୍ ହାତେଇଲା ହାଇଦ୍ରାବାଦ୍

ରୟାଲ ଚ୍ୟାଲେଞ୍ଜର୍ସର ଶୋଚନୀୟ ପରାଜୟ । ୧୧୮ ରନରେ ମ୍ୟାଚ୍ ହାତେଇଲା ସନରାଇଜର୍ସ ହାଇଦ୍ରାବାଦ୍ । ନିର୍ଦ୍ଧାରିତ ୧୯.୫ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୧୩ ରନ୍ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ । ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ହାଇଦ୍ରାବାଦ୍ର ବୋଲର…