Browsing Category

ରାଜ୍ୟ

ଖୋର୍ଦ୍ଧା: ବେଗୁନିଆରେ କୋଭିଡ଼ ନିୟମ ଉଲଂଘନ କରି ଘରେ ଚାଲିଛି ମଦ ବେପାର, ପୋଲିସ ସଜିଛି ନିରବଦ୍ରଷ୍ଟା

ବେଗୁନିଆ(କେନ୍ୟୁଜ୍):  ଖୋଲମ ଖୋଲା ଚାଲିଛି  ମଦ କାରବାର। ଲକଡାଉନରେ ଅପରାହ୍ନ ୨ଟା ପରେ  ଦୋକାନ ବଜାର ବନ୍ଦ ରଖିବାକୁ ସରକାରଙ୍କ ଗାଇଡ଼ ଲାଇନ ଥିବା ସତ୍ତ୍ବେ  ଏହାର ଖୁଲମଖୋଲା ଉଲଂଘନ  କରୁଛି ବେଗୁନିଆରେ ଏକ ମଦ ଦୋକାନ। ମିଳିଥିବା ସୂଚନା ମୁତାବକ ଏକ ଘରେ ଏହି ଦୋକାନକୁ  କରାଯାଇଥିବା…

ପଡୋଶୀ ଯୁବକଙ୍କୁ ପ୍ରେମ କରୁଥିଲା ସ୍ତ୍ରୀ, ଲୋକଲଜ୍ଜାକୁ ସହିନପାରି ବିଷ ପିଇଦେଲେ ସ୍ୱାମୀ

ଭୁବନେଶ୍ୱର (କେନ୍ୟୁଜ) : ବେଳେବେଳେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କରେ ନଜର ଆଉ କାହାର ଲାଗିଯାଏ। ଆଉ ଏହି ସମ୍ପର୍କରେ ଯେତେବେଳେ ତୃତୀୟ ଲୋକ ପ୍ରବେଶ କରେ ସେତେବେଳେ ସ୍ୱାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କରେ ଆସିଯାଏ ତିକ୍ତତା। ଆଉ ପରିସ୍ଥିତି ହୋଇଯାଏ ବହୁତ ସାଂଘାତିକ। ଏମିତି ହିଁ…

ଗଜପତି: ନିର୍ବନ୍ଧ ପରେ ଭାବି ଶ୍ୱଶୁର ଘର ଲୋକଙ୍କ ଜ୍ବାଇଁକୁ ହତ୍ୟା କରିଥିବା ଅଭିଯୋଗ

ମୋହାନା(କେନ୍ୟୁଜ୍): ନିର୍ବନ୍ଧ ପରେ ଯୁବକକୁ ତାର ଭାବି ଶାଶୁ ଶ୍ୱଶୁର ଘର ପରିବାର ଲୋକେ ହତ୍ୟା କରିଥିବା ଆଭିଯୋଗ କରିଛନ୍ତି ପୁଅ ଘରର ପରିବାର ଲୋକେ। ଗଜପତି ଜିଲ୍ଲା ମୋହନା ଥାନା ଓସ୍ତପଦା ଗାଁର ଯୁବକ ସଞ୍ଜୟ ନାୟକ ଲୁହାଗୁଡି ଗାଁର ଯୁବତୀ ସହ ଗତ ମାସ ୨୦ ତାରିଖରେ ନିର୍ବନ୍ଧ ହୋଇଟଥିଲା।…

ଆଜି ରାଜ୍ୟର ୧୯ ଜିଲ୍ଲାରେ ବର୍ଷା ସମ୍ଭାବନା, ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ପୂର୍ବାନୁମାନ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଆଜି ୧୯ ଜିଲ୍ଲାରେ ବର୍ଷା ସମ୍ଭାବନା । ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୧୯ ଜିଲ୍ଲାକୁ ସତର୍କ କରାଯାଇଛି । ଆସନ୍ତା ୭,୮ ତାରିଖରୁ ରାଜ୍ୟରେ ବର୍ଷା ବଢିବ। ସେହିପରି ୧୨ରେ ଲଘୁଚାପ…

ରାଜଧାନୀରେ ମହିଳାଙ୍କୁ ହତ୍ୟା, ଘରଭିତରୁ ମିଳିଲା ମୃତଦେହ, ସ୍ୱାମୀ ଅଟକ

ଭୁବନେଶ୍ୱର(କେ ନ୍ୟୁଜ):  ରାଜଧାନୀରେ ମହିଳାଙ୍କୁ ହତ୍ୟା । ଭିମଟାଙ୍ଗୀ ଅଂଚଳର ଫେଜ ୧ରେ ଘର ଭିତରୁ କ୍ଷତାକ୍ତ ଅବସ୍ଥାରେ ମିଳିଲା ମୃତଦେହ । ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ପୁରୁଷଙ୍କୁ ମଧ୍ୟ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀ ମୃତ ମହିଳା…

ଏଠି ପ୍ରକୃତରେ ପାଗଳ କିଏ ? ମାନସିକ ବିକାରଗ୍ରସ୍ତ ବୃଦ୍ଧଙ୍କୁ ଲୁହା ରଡ଼ରେ ରକ୍ତାକ୍ତ କରି ଚାଲିଗଲେ ଯୁବକ

 କାକଟପୁର(କେ ନ୍ୟୁଜ): ମାନସିକ ବିକାରଗ୍ରସ୍ତ ବୃଦ୍ଧଙ୍କୁ ଅମାନୁଷିକ ଆକ୍ରମଣ । ଅସ୍ତରଙ୍ଗ ବ୍ଲକ ଓସ୍ତପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ଗତ କିଛିଦିନ ଧରି ବୃଦ୍ଧ ଜଣକ ସେଠାରେ ରହି ଆସୁଥିଲେ। ଗତକାଲି ସେହି ଗାଁ ଭିତରେ ଚାଲିଚାଲି ଯାଉଥିବା ବେଳେ ହଠାତ ଜଣେ ଯୁବକ…

ଜବରଦସ୍ତ ଅଭିନୟ କରି ଗାଁ ଲୋକଙ୍କୁ ସଚେତନ କରାଇଲେ କୁନି ପିଲା, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କଲେ ପ୍ରଶଂସା

ଯାଜପୁର ରୋଡ (କେନ୍ୟୁଜ) : କୋରୋନା ମହାମାରୀର ମହାବିପତ୍ତି ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରକାର ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି । ସମାନ ଢଙ୍ଗରେ କରୋନା ସଚେତନତା ସମ୍ପର୍କରେ ଭିଡ଼ିଓ କରି ପ୍ରସଂଶା ସାଉଁଟିଛନ୍ତି ୬ ଜଣ ବାଳକ । ଏହି ବାଳକ ମାନେ ହେଲେ ଯାଜପୁର ଜିଲ୍ଲା…

ବାପର ଠେଙ୍ଗାମାଡରେ ପୁଅର ମୃତ୍ୟୁ, ବୋହୂର ଅବସ୍ଥା ଗୁରୁତର

ରାଇରଙ୍ଗପୁର(କେ ନ୍ୟୁଜ):  ବାପର ଠେଙ୍ଗାମାଡରେ ପୁଅର ମୃତ୍ୟୁ । ବୋହୂ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ତାମଳବନ୍ଧ ଗ୍ରାମରେ । ସୂଚନା ଅନୁଯାୟୀ ରାମ ଟୁଡୁ ପୁଅ ଗୋପୀନାଥ ଟୁଡୁ ଓ ବୋହୂ ଯାଶ୍ମି ଟୁଡୁ ତାମଳବନ୍ଧ ଗ୍ରାମରେ ରହନ୍ତି ।…

ଏଠି ରକ୍ଷକ ସାଜିଲା ଭକ୍ଷକ, ଭୀମସାର ପରିସରରେ ଗାଡି ଚୋରି କରୁଛନ୍ତି ସୁରକ୍ଷାକର୍ମୀ

 ସମ୍ବଲପୁର(କେ ନ୍ୟୁଜ): ଗାଡି ଚୋରି କଲେ ସୁରକ୍ଷାକର୍ମୀ । ଭୀମସାରରେ ସୁରକ୍ଷାକର୍ମୀ ଗାଡି ଚୋରି କରୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ଭୀମସାର ଜରୁରୀକାଳୀନ ବିଭାଗ ସମ୍ମୁଖରୁ ଜଣେ କାର୍ଯ୍ୟରତ ସୁରକ୍ଷାକର୍ମୀ ଗାଡି ନେଇ ଅନ୍ୟତ୍ର ଯାଇଥିଲେ । କିନ୍ତୁ ଆସିବା ବେଳକୁ ଚାଲି ଚାଲି…

ରାଜ୍ୟରେ କରୋନା ସ୍ଥିତି ପରଖିବାକୁ ଭୁବନେଶ୍ୱରରେ ଆସି ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରେ ଆସି ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌। କେନ୍ଦ୍ରୀୟ ବୈଷୟିକ ଟିମ୍‌ର ୨ଜଣ ସଦସ୍ୟ ଅଛନ୍ତି । କୋଲକତାର ଜନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍‌ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି। ଏମାନେ ରାଜ୍ୟରେ କରୋନା ସ୍ଥିତି…

ନକଲି କୋଭିଡ ଅଫିସର କହି କରୁଥିଲେ ଚାନ୍ଦା ଆଦାୟ, ସନ୍ଦେହ ହେବାରୁ କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକେ

ନରସିଂହପୁର(କେ ନ୍ୟୁଜ): କଟକ ଜିଲ୍ଲା କାନପୁର ଥାନା ଅଧିନସ୍ଥ ଏକଡାଳ ଗ୍ରାମରେ ନିଶାସକ୍ତ ଯୁବକର ନିଆରା କାଣ୍ଡ । ଗ୍ରାମରେ ପଶି ନିଜକୁ କୋଭିଡ ଅଫିସର କହି ଏକ ବିଭାଘର ଚାଲିଥିବା ବେଳେ ଫାଇନ କଟାକୁ କେନ୍ଦ୍ରକରି କିଛି ସମୟ ଅସନ୍ତୋଷ ଦେଖାଦେଇଥିଲା । ସୂଚନା ମୁତାବକ ଏକ ଇନୋଭା ଗାଡିରେ ୪ ଜଣ…

ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହେବ କୋଭାକ୍‌ସିନ୍‌ ଟିକାକରଣ

ବ୍ରହ୍ମପୁର(କେ ନ୍ୟୁଜ): ବ୍ରହ୍ମପୁରରେ ଆଜିଠୁ ପ୍ରଥମ ଥର ପାଇଁ ଆରମ୍ଭ ହେବ କୋଭାକ୍‌ସିନ୍‌ ଟିକାକରଣ । ଯେଉଁମାନେ ପ୍ରଥମ ଡୋଜ୍‌ ନେବେ ସେମାନେ କୋଭାକ୍ସିନ୍‌ ନେବେ। ଯେଉଁମାନେ ପ୍ରଥମ ଡୋଜ୍‌ କୋଭିସିଲ୍‌ଡ ନେଇଛନ୍ତି, ସେମାନେ ଦ୍ୱିତୀୟ ଡୋଜ୍‌ ମଧ୍ୟ କୋଭିସିିଲ୍ଡ ନେବେ। ବ୍ରହ୍ମପୁର ସିଟି…