Below header

ରାଜଧାନୀରେ ମହିଳାଙ୍କୁ ହତ୍ୟା, ଘରଭିତରୁ ମିଳିଲା ମୃତଦେହ, ସ୍ୱାମୀ ଅଟକ

ଭୁବନେଶ୍ୱର(କେ ନ୍ୟୁଜ):  ରାଜଧାନୀରେ ମହିଳାଙ୍କୁ ହତ୍ୟା । ଭିମଟାଙ୍ଗୀ ଅଂଚଳର ଫେଜ ୧ରେ ଘର ଭିତରୁ କ୍ଷତାକ୍ତ ଅବସ୍ଥାରେ ମିଳିଲା ମୃତଦେହ । ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ପୁରୁଷଙ୍କୁ ମଧ୍ୟ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀ ମୃତ

ମହିଳା ଜଣଙ୍କୁ ଚିହ୍ନଟ କରିଥିବା ବେଳେ ଆହତ ପୁରୁଷଙ୍କ ପରିଚୟ ଏଯାବତ ମିଳିପାରିନାହିଁ । ଘଟଣା ସ୍ଥଳରେ ପହଁଚିଲେ ଭୁବନେଶ୍ୱର ଡ଼ିସିପି । ଏଯାଏଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏୟାରଫିଲ୍ଡ ଥାନା ପୋଲିସ ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ନାଁ ପ୍ରିୟ ଦର୍ଶିନୀ ସାହୁ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.