Below header

ଗଜପତି: ନିର୍ବନ୍ଧ ପରେ ଭାବି ଶ୍ୱଶୁର ଘର ଲୋକଙ୍କ ଜ୍ବାଇଁକୁ ହତ୍ୟା କରିଥିବା ଅଭିଯୋଗ

ମୋହାନା(କେନ୍ୟୁଜ୍): ନିର୍ବନ୍ଧ ପରେ ଯୁବକକୁ ତାର ଭାବି ଶାଶୁ ଶ୍ୱଶୁର ଘର ପରିବାର ଲୋକେ ହତ୍ୟା କରିଥିବା ଆଭିଯୋଗ କରିଛନ୍ତି ପୁଅ ଘରର ପରିବାର ଲୋକେ। ଗଜପତି ଜିଲ୍ଲା ମୋହନା ଥାନା ଓସ୍ତପଦା ଗାଁର ଯୁବକ ସଞ୍ଜୟ ନାୟକ ଲୁହାଗୁଡି ଗାଁର ଯୁବତୀ ସହ ଗତ ମାସ ୨୦ ତାରିଖରେ ନିର୍ବନ୍ଧ ହୋଇଟଥିଲା। ଗତ ଦୁଇ ଦିନ ପୂର୍ବରୁ ଯୁବକକୁ କନ୍ୟା ଘର ପତିବର ଲୋକେ ଯୁବକକୁ ଗାଁକୁ ଡକାଇ ଥିଲେ ।

ଆଜି ସକାଳେ କନ୍ୟା ଘର ଲୋକେ  ଯୁବକକୁ ଗୁରୁତର ଅବସ୍ଥାରେ ମୋହନା ମେଡିକାଲକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଯୁବକର ବେକରେ ଏବଂ ମୁଣ୍ଡରେ କ୍ଷତାକ୍ତ ଥିବାରୁ ଯୁବକକୁ ହତ୍ୟା ଜରାଯାଇଛି ବୋଲି ପୁଅର ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଯୁବକ ନିଜେ ଅତ୍ମ୍ୟହତ୍ୟା କରିଛି ବୋଲି ଝିଅ କହିଛି। ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.