Below header
Browsing Category

ରାଜ୍ୟ

ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେଉଛି ଫର୍ମ ଫିଲପ୍‌, ଜୁଲାଇ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ 

କଟକ(କେ ନ୍ୟୁଜ): ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଆଜିଠୁ ଫର୍ମ ଫିଲପ୍‌ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୋଷ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମ ଫିଲପ୍‌ କରିବେ। ଛାତ୍ରଛାତ୍ରୀଙ୍କୁ ଏଥିପାଇଁ କୌଣସି ଫି ଦେବାକୁ ପଡିବ ନାହିଁ । ଜୁଲାଇ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମପୂରଣ ସମୟ ଦେଇଛି…

ବଲାଙ୍ଗିର କିମ୍ସ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର(କେନ୍ୟୁଜ୍‌) : ବଲାଙ୍ଗିର କିମ୍ସ କୋଭିଡ ହସ୍ପଟାଲ ରେ ପାଳନ ହେଲା ରୋଗୀଙ୍କ ଜନ୍ମଦିନ । ଏହାକୁ ପାଳନ କରିଛନ୍ତି କିମ୍ସର କର୍ମଚାରୀମାନେ । ଜଣେ ରୋଗୀଙ୍କ ମନୋବଳକୁ ସୁଦୃଢ଼ କରିବା ପାଇଁ କର୍ମଚାରୀମାନଙ୍କର ଏହି ଉଦ୍ୟମକୁ ପ୍ରଶଂସା କରାଯାଇଛି । ସୂଚନାନୁଯାୟୀ, ଆଜି କାମାକ୍ଷା…

ରାମ ମନ୍ଦିରରେ ଭରତ ଚୋର

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍‌) :  ରାମ ମନ୍ଦିରରୁ ଭରତ ଚୋରି କରିନେଇଛି । ଏହି ଖବର ଏବେ ବେଶ ଚର୍ଚ୍ଚା ଚାଲିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ସତ୍ୟ ଯୁଗରେ ସିନା ରାମଙ୍କ ଆଜ୍ଞାକାରୀ ଥିଲେ ଭରତ । ହେଲେ ଏବେ କଳିଯୁଗରେ ରାମଙ୍କୁ ଆଉ ଡରୁନାହାଁନ୍ତି ଭରତ । ରାମଙ୍କ ଘରେ ପଶି ମଧ୍ୟ ଚୋରି କରିବାକୁ…

ଅଜଣାଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଯାଜପୁର ଟାଉନ(କେନ୍ୟୁଜ୍‌) : ଅଜଣା ଗାଡ଼ି ଧକ୍କାରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ସୟଦପୁରରେ । ମୃତ ଯୁବକ ହେଲେ ବିଂଝାରପୁର ରଘୁନାଥପୁର ଗ୍ରାମର ପ୍ରତାପ ଧଳଙ୍କ ପୁଅ ସତ୍ୟ ରଞ୍ଜନ ଧଳ। ସତ୍ୟ ନିଜ ଭଉଣୀଙ୍କ ବିଭାଘରର…

ଦେଶୀ ମଦ ସହ ବୋଲେରୋ ଜବତ, ଜଣେ ଗିରଫ

ଭଦ୍ରକ(କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ଵାର୍ଡ ପେଟ୍ରୋଲିଂ କରୁଥିବା ବେଳେ ବାସୁଦେବପୁର ଟେରା ଛକରୁ ଦେଶୀ ମଦ ଥିବା ଏକ ବୋଲେରୋକୁ ଜବତ କରିଛି । ଏଥିରେ ଥିବା ୮୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୩୫୮ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୩୩୫୮ ଜଣ ଆକ୍ରାନ୍ତ। ଆଜିର ସୁସ୍ଥଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୪୮୪ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ଏହି ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ…

ରାୟଗଡ଼ାରୁ ରାଜସ୍ଥାନ, ୭୮ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ହେଲା ଜବତ

ରାୟଗଡ଼ା (କେନ୍ୟୁଜ୍‌) : ରାୟଗଡ଼ାରୁ ରାଜସ୍ଥାନ ଗଞ୍ଜେଇ ଚାଲାଣ ବେଳେ ଜବତ । ୭୮୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୮ ଲକ୍ଷ ଟଙ୍କା ହେବ । ରାଜସ୍ଥାନର ଆଜମେରକୁ ଗଞ୍ଜେଇ ଚାଲାଣ ଯୋଜନା ହେଉଥିବା ବେଳେ ବିଶାଖାପାଟଣାରୁ ଫେରୋଆଲଏଜ୍‌ ନେଇ ଫେରୁଥିବା ଏକ ଟ୍ରକରେ…

ସ୍ତ୍ରୀକୁ ଗର୍ଭବତୀ କରି ସ୍ୱାମୀ ଫେରାର, ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର(କେ ନ୍ୟୁଜ): ବିବାହ ପରେ ପ୍ରତାରଣାରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ପ୍ରଥମେ ଫେସବୁକ ସଂପର୍କ। ପ୍ରେମ ପରେ ଶାରୀରିକ ସମ୍ପର୍କ ଓ ବିବାହ। ହେଲେ ତା ପରେ ସ୍ତ୍ରୀକୁ ଗର୍ଭବତୀ କରି ସ୍ୱାମୀ ଫେରାର ହୋଇଯାଇଛି । ହତାଶ ମହିଳାଜଣକ ଏବେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଳି ଅଭାବନୀୟ ଘଟଣା…

ଜାଳେଣୀ କାଠ ପାଇଁ ଯାଇଥିବା ବେଳେ ବୃଦ୍ଧଙ୍କ ଗଳା କାଟି ହତ୍ୟା

କଳାହାଣ୍ଡି : ଜଣେ ୫୦ ବର୍ଷ ବୟସ୍କ ବୃଦ୍ଧଙ୍କ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଥୁଆମୁଳ ରାମପୁର ଥାନା ଅଧୀନ ପିପଲଭଟ୍ଟା ପଡ଼ିଆରେ ଏଭଳି ଘଟଣା ଘଟିଛି। ମୃତକ କୋଷାଵରା ଗାଁ ର ୫୦ ବର୍ଷିୟ ଡୁମେନ ମାଝୀ । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତା’ର କାରଣ…

ରାଜଧାନୀରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଖଣ୍ଡେ ଦୂରରୁ ରାସ୍ତା ଦିଶୁନି

ଭୁବନେଶ୍ୱର(କେ ନ୍ୟୁଜ): ଆଜି ଅପରାହ୍ନ ପାଖାପଖି ୫ଟା ସମୟରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ସକାଳ ସମୟରେ ପାଗ ଖରାଟିଆ ଥିବା ବେଳେ ଉପରବେଳା କଳା ହାଣ୍ଡିଆ ଆକାଶ ସହ ମେଘ ମାଡ଼ି ଆସିଥିଲା । ସୂଚନା ଦେବା ଉଚିତ ହେବକି ଉତ୍ତର ପୂର୍ବ…

ରାଜଧାନୀରେ ଧରାହେଲା ୩ ବାଇକ୍‌ ଲୁଟେରା ଦଳ, ୭ ବାଇକ୍‌ ଓ ୧୧ ମୋବାଇଲ୍‌ ଜବତ

ଭୁବନେଶ୍ୱର(କେନ୍ୟୁଜ୍‌) :  ରାଜଧାନୀରେ ପୋଲିସ ହାତରେ ଧରାପଡ଼ିଛନ୍ତି ୩ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ । ସେମାନଙ୍କ ଠାରୁ ୭ ଟି ବାଇକ୍‌ ଓ ୧୧ ମୋବାଇଲ ଜବତ ହୋଇଛି । ଏହି ଗ୍ୟାଙ୍ଗ୍‌ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ଲୁଟପାଟ୍‌ କରୁଥିଲେ । ଏମାନେ ଲକ୍‌ଡାଉନର ସୁବିଧା…