Below header
Browsing Category

ରାଜ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୭୦ ନୂଆ ପଜିଟିଭ୍‌ ଚିହ୍ନଟ, ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୭୦ ନୂଆ ପଜିଟିଭ୍‌ ଚିହ୍ନଟ । ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୯୪ ପ୍ରତିଶତ। ଯାହାକି ଗତକାଲି ଥିଲା ୨.୯୧ ପ୍ରତିଶତ। ୨୪ ଘଣ୍ଟାରେ ୭୦ ହଜାର ୨୪୪ ଟେଷ୍ଟିଂ ହୋଇଥିଲା ।…

ଆଜି ହେରାପଞ୍ଚମୀ: ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଯିବେ ମାଆ ଲକ୍ଷ୍ମୀ

ପୁରୀ(କେନ୍ଯୁଜ୍): ଆଜି ହେରାପଞ୍ଚମୀ ନୀତି । ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଯିବେ ମାଆ ଲକ୍ଷ୍ମୀ । ରୁକ୍ମିଣୀ ହରଣ ଏକାଦଶୀରେ ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କର ବିବାହ ସମ୍ପୂର୍ଣ୍ଣ ହୋଇଥିଲା। ଗଇଁଠାଳ ଫିଟିନଥିବାବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର…

ବଲାଙ୍ଗିରରେ ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସଂପାଦକ, ସାଲେପାଲିରେ ଥିବା ଘର ଓ ତରଭା ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିରରେ ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସଂପାଦକ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ୟାକ୍ସ ସମ୍ପାଦକ ମାସୁଦ ମହମ୍ମଦଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି । ସୋନପୁର ଜିଲ୍ଲା ଚାରିଭଟା ଓ ଦୁବୁଲା ପ୍ୟାକ୍ସରେ ସଂପାଦକ ଭାବରେ କାମ କରନ୍ତି ମାସୁଦ ମହମ୍ମଦ ।…

ଆଜିଠୁ ରାଜ୍ୟବ୍ୟାପୀ ବସ୍‌ ସେବା ଆରମ୍ଭ, ତଥାପି ଆଶଙ୍କାରେ ବସ୍‌ ମାଲିକ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଆଂଶିକ ଲକ୍‌ଡାଉନ୍‌। ପୂର୍ବପେକ୍ଷା ଅଧିକ କୋହଳ କରାଯାଇଛି କଟକଣା। ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଦୋକାନ ବଜାର ଖୋଲିବା ସମୟ ସୀମା ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ କାଟାଗୋରୀ-Aରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିବାବେଳେ…

ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ, ୩ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି (କେନ୍ଯୁଜ୍): ପୋଲିସ ଏନକାଉଣ୍ଟରରେ ୩ ମାଓବାଦୀ ମୃତ । ୩ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେଓ୍ଵାଡା ପୋଲିସକୁ ବଡ ସଫଳତା । ମୃତ ମାଓବାଦୀଙ୍କ ନାଁରେ ୩ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ସୂଚନା…

ଅଟୋ ଆସୋସିଏସନ କର୍ମକର୍ତ୍ତାଙ୍କ ନିଆରା ପ୍ରୟାସ: ଜଗା ପାଇଁ ଭକ୍ତ ଦେଇଥିବା ପ୍ରାୟ ଏକ ହଜାର ନଡ଼ିଆ ଧରି ପହଞ୍ଚିଲେ…

ପୁରୀ(କେନ୍ଯୁଜ୍): କାଳିଆ ପାଇଁ ନଡ଼ିଆଟିଏ। ସ୍ମାର୍ଟ ସିଟି ଭୁବନେଶ୍ୱର ଅଟୋ ଆସୋସିଏସନ କର୍ମକର୍ତ୍ତା ଏଭଳି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ପୁରୀ ଓ କଟକ ଅଟୋ ସଂଘର କର୍ମକର୍ତ୍ତା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ପ୍ରାୟ ଏକ ହଜାର ନଡ଼ିଆ ପ୍ରଭୁଙ୍କ ପାଇଁ ପୁରୀ ଅଣାଯାଇଛି। ଜନ୍ମବେଦୀ…

ଆଜି ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

କେନ୍ଯୁଜ୍: ଆଜି ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ । କରୋନା ମୁକାବିଲା ଏବଂ ଟିକାକରଣ ନେଇ ମୋଦି ଆଲୋଚନା…

ନିର୍ଗୁଣ୍ଡି ଟୋଲଗେଟ୍‌ ନିକଟରେ ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା

ଚୌଦ୍ୱାର(କେନ୍ଯୁଜ୍): ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା । ଗତକାଲି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନିର୍ଗୁଣ୍ଡି ଟୋଲଗେଟ୍‌ ନିକଟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ ଚୌଦ୍ୱାର ଅଞ୍ଚଳର ଅଶୋକ ମହାନ୍ତି । ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ଏକ…

ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠୁ ୩ ଦିନ ଧରି ହେବ ସେବାୟତଙ୍କ କୋଭିଡ ଟେଷ୍ଟ

ପୁରୀ(କେନ୍ଯୁଜ୍): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ହେବ ସେବାୟତଙ୍କ କୋଭିଡ ଟେଷ୍ଟ । ଆଜିଠୁ ୩ ଦିନ ଧରି ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ, ସେମାନଙ୍କୁ ବାହୁଡା ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ…

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୫୬୩ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଶ୍ବସ୍ତିକର ଖବର। ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୨୫୬୩ ଜଣ ଆକ୍ରାନ୍ତ। ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୪୧୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ଦିଆଯାଇଛି। ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ…

ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଚଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଯାହାକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି। ପ୍ରାକ୍ଟିକାଲ ମାର୍କ ଅପଲୋଡ୍ ଚାଲିଥିବା ବେଳେ ପରୀକ୍ଷାର୍ଥୀଙ୍କ ଦଶମ ଶ୍ରେଣୀ ମାର୍କ…

ଦୀର୍ଘ ଦିନର ନୀରବତା ପରେ ପୁଣି ନିଜର ସ୍ଥିତି ଜାହିର କଲା ଲାଲ ବାହିନୀ, ପିଏଲଜିଏ ସପ୍ତାହ ପୂର୍ବରୁ ନିର୍ମାଣ କଲା ସହିଦ…

ମାଲକାନଗିରି(କେନ୍ୟୁଜ୍):  ପିଏଲଜିଏ ସପ୍ତାହ ପୂର୍ବରୁ ସହିଦ ସ୍ତମ୍ଭ ନିର୍ମାଣ।  ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ସହିଦ ସପ୍ତାହ ପାଳନ କରିବେ।ଏନେଇ ପ୍ରସ୍ତୁତି…