Below header
Browsing Category

ରାଜ୍ୟ

ରାଉରକେଲା: ୧୧୫ କୋଟି ଟଙ୍କାର ଜିଏସଟି ଠକେଇର ଖୁଲାସା କଲା ରାଜ୍ୟ ଜିଏସଟି ବିଭାଗ

ରାଉରକେଲା(କେନ୍ୟୁଜ୍): ରାଜ୍ୟରେ ପୁଣି ଏକ ବଡ଼ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ । ୧୧୫ କୋଟି ଟଙ୍କାର ଜିଏସଟି ଠକେଇର ଖୁଲାସା କରିଛି ରାଜ୍ୟ ଜିଏସଟି ବିଭାଗ। ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ରାଉରକେଲାର ଗୁରୁଦୀପ ଡାଙ୍ଗ ଓ ସୂର୍ଯ୍ୟୟ ମୈତ୍ରଙ୍କୁ ଗିରଫ କରାଯାଇଛି। ଷ୍ଟିଲ…

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ହେବ ସୃଷ୍ଟି, ପ୍ରବଳ ବର୍ଷାର ପୂର୍ବାନୁମାନ

କେନ୍ୟୁଜ୍(ବ୍ୟୁରୋ):  ୨୧ତାରିଖ ବେଳକୁ ବଙ୍ଗୋପସାଗରରେ ହେବ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ କ୍ଷେତ୍ରରେ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉତ୍ତର ଉପକୂଳ…

ପୁଣି ବାଲ୍ୟ ବିବାହ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ସିଡିପିଓ

ଯାଜପୁର (କେନ୍ୟୁଜ ) : ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ବେଆଇନ୍ ଜାଣିଥିଲେ ହେଁ ଅଭିଭାବକ ସଚେତନ ହେଉନାହାନ୍ତି । ବାଲ୍ୟ ବିବାହ ଦାୟିତ୍ୱରୁ ମୁକ୍ତି ନୁହେଁ ବରଂ ଏହା ହେଉଛି ଶୈଶବ ପ୍ରତି ଅନ୍ୟାୟ । ଶିକ୍ଷା ଓ ସଚେତନତା ଅଭାବରୁ ଆଜିବି ଏହି ପ୍ରଥା ଚାଲିଆସିଛି । ଏଭଳି ଏକ ଘଟଣା ଦେଖିବାକୁ…

ଶ୍ୱଶୁର ଘର ନିକଟରେ ଜ୍ୱାଇଁ ଲଗାଇଲା ଫାଶୀ

ଘଟଗାଁ(କେନ୍ଯୁଜ୍) : ଶ୍ବଶୁର ଘର ନିକଟରେ ଜ୍ବାଇଁର ଫାଶୀ ଲଗାଇ ଆତ୍ମହତ୍ୟା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଗ୍ରାମରେ । ମୃତ ଯୁବକ ପାଟଣା ଥାନା ଓସ୍ତଯୋଡି ଗ୍ରାମର ନିରଞ୍ଜନ ନାଏକ । ନିରଞ୍ଜନ ପଡିଆପଶି ଗ୍ରାମର ଶ୍ବଶୁର ଉମାକାନ୍ତ ନାଏକଙ୍କ ଘରେ…

ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦ, ଆସନ୍ତା ୨୦ରେ ସମସ୍ତ ଏଫ୍‌ସିଆଇ ଗୋଦାମ ସାମ୍ନାରେ ବିଜେଡ଼ିର ଧାରଣା

ଭୁବନେଶ୍ବର(କେନ୍ଯୁଜ୍): ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଆସନ୍ତା ୨୦ରେ ସମସ୍ତ ଏଫ୍‌ସିଆଇ ଗୋଦାମ ସାମ୍ନାରେ ଧାରଣା ଦେବ ବିଜେଡ଼ି। କୋଭିଡ୍‌ ସମୟରେ ରାଜ୍ୟ ସରକାର ନିଜେ ବନ୍ଧା ପଡ଼ି ଧାନ ସଂଗ୍ରହ କରିଥିଲେ। ଏ ବାବଦରେ ୬ହଜାର ୫୭୦କୋଟି ଟଙ୍କା ବାକି ଥିବା କହିଛନ୍ତି ବିଜେଡ଼ି…

ଷ୍ଟାର କପଲ୍‌ ବିବାଦର ସମାଧାନ କେବେ? ଆଜି ଜଜ୍‌ଙ୍କ ଉପସ୍ଥିତିରେ ଅନୁଭବ-ବର୍ଷାଙ୍କ ହେବ କନିସିଲିଏସନ୍‌

କଟକ(କେନ୍ଯୁଜ୍): ଷ୍ଟାର କପଲ୍‌ ବିବାଦର ସମାଧାନ କେବେ? ବିବାହ ବିଚ୍ଛେଦ ମାମଲାରେ କଟକ ଫାମିଲି କୋର୍ଟରେ ହାଜର ହେଲ ସାଂସଦ ଅନୁଭବ ମହାନ୍ତି। ଫ୍ୟାମିଲି କୋରର୍ଟ ଜଜ୍‌ଙ୍କ ଉପସ୍ଥିତିରେ ଅନୁଭବ-ବର୍ଷାଙ୍କ କନିସିଲିଏସନ୍‌ କରାଯିବ। ଗତ ୧ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ଫାମିଲି କୋର୍ଟରେ…

ଭଦ୍ରକ ମେରାଇନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା: ପ୍ରଥମେ ନାବାଳିକାଙ୍କୁ ଅପହରଣ ପରେ ବିବାହ ଏବଂ ହତ୍ୟା !

ଚାନ୍ଦବାଲି(କେନ୍ଯୁଜ୍): ନାବାଳିକାଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ । ପ୍ରଥମେ ଅପହରଣ ପରେ ବିବାହ ଏବଂ ହତ୍ୟା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅଞ୍ଚଳରୁ । ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ନାବାଳିକାଙ୍କ ବାପା ମେରାଇନ ଥାନାରେ ଅଭିଯୋଗ…

ରେଡ଼ିଓ ମ୍ୟାନ୍ କାଳିପ୍ରସାଦ, ଯାହାଙ୍କ ପାଖରେ ରହିଛି ବିଭିନ୍ନ କମ୍ପାନୀର ୩୦୦ ରୁ ଉର୍ଦ୍ଦ୍ବ ରେଡ଼ିଓ

ସାଲେପୁର(କେନ୍ଯୁଜ୍): ଆଧୁନିକତା ଭିତରେ ହଜିଯାଇଛି ପୂର୍ବରୁ ବ୍ଯବହାର କରୁଥିବା କିଛି ଜିନିଷ । ନୂଆ ଜିନିଷ ସାମ୍ନାରେ ପୁରୁଣା ଜିନିଷର ଗୁରୁତ୍ୱ  କମିଗଲାଣି। ତଥାପି ଏମିତି କିଛି ପୁରୁଣା ଜିନିଷ ରହିଛି ଯାହା ପାଇଁ ଦିନେ ବ୍ୟଗ୍ର ହୋଇଉଠୁଥିଲା ମନ। ଆଉ ସଭିଏଁ ଖୋଜି ବୁଲୁଥିଲେ ସେହି…

ପାରାଦୀପ ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସାମ୍ନାରେ ଅଘଟଣ, ଟ୍ରେନରୁ ଲାଇନଚ୍ୟୁତ ହେଲା ୪ଟି ବଗି

ପାରାଦୀପ (କେନ୍ଯୁଜ୍): ପାରାଦୀପ ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଲାଇନଚ୍ୟୁତ ହେଲା ବଗି । ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ପିପିଏଲ କାରଖାନା ଭିତରକୁ ଯିବାଆସିବା ବନ୍ଦ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଟ୍ରେନଟି ପିପିଏଲ କାରଖାନାରୁ ଜିପସମ ନେବାକୁ ଆସୁଥିବା…

ମାସ୍କ ନଥିବା କାରଣରୁ ତହସିଲଦାର ଦେଲେ ଦଣ୍ଡ, ପେଟ୍ରୋଲ ପମ୍ପରେ କର୍ମଚାରୀ ହେଲେ ଉଠ-ବସ୍‌

କରୋନା କାଳରେ ସରକାର ସମସ୍ତଙ୍କୁ ସଚେତନ ରହିବା ସହ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କିଛି ଲୋକ ଏଥିପାଇଁ ଅବହେଳା ପ୍ରଦର୍ଶନ କରୁଛନ୍ତି । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାର ତହସିଲଦାର ପେଟ୍ରୋଲ ପମ୍ପରେ…

ଦୀର୍ଘ ୭୦ ଦିନ ପରେ ରାଜ୍ୟରେ ଆଜିଠାରୁ ଖୋଲିଛି ଜିମ୍‌, କଡ଼ାକଡ଼ି ପାଳନ ହେଉଛି କୋଭିଡ୍‌ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଆଂଶିକ ଲକ୍‌ଡାଉନ୍‌। ପୂର୍ବପେକ୍ଷା ଅଧିକ କୋହଳ କରାଯାଇଛି କଟକଣା। ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଦୋକାନ ବଜାର ଖୋଲିବା ସମୟ ସୀମା ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ କାଟାଗୋରୀ-Aରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିବାବେଳେ…

ଆସନ୍ତାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ବ୍ଲକସ୍ତରରେ ହେବ ଗଣନା, ଭୋଟବାକ୍ସର ତାଲିକା ମାଗିଲେ ନିର୍ବାଚନ କମିଶନ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଭୋଟ ଗଣତି ବୁଥ୍‌ ସ୍ତର ପରିବର୍ତ୍ତେ ବ୍ଲକସ୍ତରରେ କରାଯିବ । ତେଣୁ ଅଧିକ ଭୋଟ ବାକ୍ସର ଆବଶ୍ୟକତା ରହିଛି। ରାଜ୍ୟ ପାଇଁ ପ୍ରାୟ ୯୨ ହଜାର ଭୋଟ ବାକ୍ସ ଦରକାର । ଏଥିପାଇଁ ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ମାଗିଲେ…