ଦୀର୍ଘ ୭୦ ଦିନ ପରେ ରାଜ୍ୟରେ ଆଜିଠାରୁ ଖୋଲିଛି ଜିମ୍‌, କଡ଼ାକଡ଼ି ପାଳନ ହେଉଛି କୋଭିଡ୍‌ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଜିଠୁ ତୃତୀୟ ପର୍ଯ୍ୟାୟ ଆଂଶିକ ଲକ୍‌ଡାଉନ୍‌। ପୂର୍ବପେକ୍ଷା ଅଧିକ କୋହଳ କରାଯାଇଛି କଟକଣା। ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଦୋକାନ ବଜାର ଖୋଲିବା ସମୟ ସୀମା ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ କାଟାଗୋରୀ-Aରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିବାବେଳେ ଏଥର କାଟାଗୋରୀ-Bରେ ବସ୍‌ ଗଡିବାକୁ ଅନୁମତି ଦେଇଛନ୍ତି ସରକାର।

ଦୀର୍ଘ ୭୦ ଦିନ ପରେ ରାଜ୍ୟରେ ଆଜିଠାରୁ ଖୋଲିଛି ଜିମ୍‌। କୋଭିଡ୍‌ ଗାଇଡଲାଇନ କଡ଼ାକଡ଼ି ପାଳନ ସହ ଜିମ୍‌ ଖୋଲାଯାଇଛି। ଲୋକମାନେ କୋଭିଡ୍‌ କଟକଣା ମାନିବା ସହ ସାମାଜିକ ଦୂରତା ରଖି EXERCISE କରୁଛନ୍ତି। ଜିମ୍‌ ଖୋଲିଥିବାରୁ ବେଶ୍‌ ଖୁସି ଅଛନ୍ତି। ସେହିପରି ସ୍ପା ଓ ବିଉଟି ପାର୍ଲର ମଧ୍ୟ ଖୋଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.