Below header

ରାଜ୍ୟରେ କରୋନା ସ୍ଥିତି ପରଖିବାକୁ ଭୁବନେଶ୍ୱରରେ ଆସି ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରେ ଆସି ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌। କେନ୍ଦ୍ରୀୟ ବୈଷୟିକ ଟିମ୍‌ର ୨ଜଣ ସଦସ୍ୟ ଅଛନ୍ତି । କୋଲକତାର ଜନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍‌ସର ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଅଛନ୍ତି। ଏମାନେ ରାଜ୍ୟରେ କରୋନା ସ୍ଥିତି

ପରଖିବେ । ଟିମ୍‌ ପ୍ରଥମେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରୁଛନ୍ତି । କେନ୍ଦ୍ରୀୟ ଟିମ୍‌ ପାଖରେ ସାମଗ୍ରିକ ରିପୋର୍ଟ ରଖିବେ ନିରଞ୍ଜନ ମିଶ୍ର । ପ୍ରାଥମିକ ଆଲୋଚନା ପରେ ଜିଲ୍ଲା ପରିଦର୍ଶନରେ ଯାଇ ସ୍ଥିତି ସମୀକ୍ଷା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.