Below header

ଖୋର୍ଦ୍ଧା: ବେଗୁନିଆରେ କୋଭିଡ଼ ନିୟମ ଉଲଂଘନ କରି ଘରେ ଚାଲିଛି ମଦ ବେପାର, ପୋଲିସ ସଜିଛି ନିରବଦ୍ରଷ୍ଟା

ବେଗୁନିଆ(କେନ୍ୟୁଜ୍):  ଖୋଲମ ଖୋଲା ଚାଲିଛି  ମଦ କାରବାର। ଲକଡାଉନରେ ଅପରାହ୍ନ ୨ଟା ପରେ  ଦୋକାନ ବଜାର ବନ୍ଦ ରଖିବାକୁ ସରକାରଙ୍କ ଗାଇଡ଼ ଲାଇନ ଥିବା ସତ୍ତ୍ବେ  ଏହାର ଖୁଲମଖୋଲା ଉଲଂଘନ  କରୁଛି ବେଗୁନିଆରେ ଏକ ମଦ ଦୋକାନ। ମିଳିଥିବା ସୂଚନା ମୁତାବକ ଏକ ଘରେ ଏହି ଦୋକାନକୁ  କରାଯାଇଥିବା ବେଳେ ଏହାର ମାଲିକ ପ୍ରତି ମଦ ବୋତଲର ରେଟ ଠାରୁ ଚଢା ରେଟ ନେଉଛି।

begunia

ସବୁଠାରୁ ବଡ଼ କଥା ହେଲା ବେଗୁନିଆ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏହି ଦୋକନ ଉପରେ ପୋଲିସର ନଜର ପଡୁନାହିଁ । ଯାହା ଫଳରେ କୋଭିଡ଼ ନିୟମ ଉଲଂଘନ କରି କିଛି ଲୋକ ସେଠାରେ ମଦ ପିଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.