Below header

ଏଠି ରକ୍ଷକ ସାଜିଲା ଭକ୍ଷକ, ଭୀମସାର ପରିସରରେ ଗାଡି ଚୋରି କରୁଛନ୍ତି ସୁରକ୍ଷାକର୍ମୀ

 ସମ୍ବଲପୁର(କେ ନ୍ୟୁଜ): ଗାଡି ଚୋରି କଲେ ସୁରକ୍ଷାକର୍ମୀ । ଭୀମସାରରେ ସୁରକ୍ଷାକର୍ମୀ ଗାଡି ଚୋରି କରୁଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ଭୀମସାର ଜରୁରୀକାଳୀନ ବିଭାଗ ସମ୍ମୁଖରୁ ଜଣେ କାର୍ଯ୍ୟରତ ସୁରକ୍ଷାକର୍ମୀ ଗାଡି ନେଇ ଅନ୍ୟତ୍ର ଯାଇଥିଲେ । କିନ୍ତୁ ଆସିବା ବେଳକୁ ଚାଲି ଚାଲି ଆସିଥିଲେ । ପରେ ଗାଡି ମାଲିକ ଆସି ଗାଡି ପାଇନଥିଲେ । ଫଳରେ ସିସିଟିଭ୍‌ ଫୁଟେଜ ଦେଖିଥିଲେ ଗାଡି ମାଲିକ । ସୁରକ୍ଷାକର୍ମୀ ଗାଡି ଚୋରି କରିଥିବା ସିସିଟିଭିରୁ ଜଣାପଡିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.