ରାଜ୍ୟ

ଝାରସୁଗୁଡ଼ା: ଟ୍ରେନ ଲାଇନରୁ ଯୁବକର ଖଣ୍ଡ ବିଖଣ୍ଡିତ ମର ଶରୀର ଉଦ୍ଧାର, ଆତ୍ମହତ୍ୟା କରିଥିବା ନେଇ ପୋଲିସର ସନ୍ଦେହ

ଝାରସୁଗୁଡ଼ା(କେନ୍ୟୁଜ୍): ବ୍ରଜରାଜନଗର ରେଳଷ୍ଟେସନ ନିକଟ ଲଜକୁରା ସାଇଡିଂ ପାଖରେ ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ଶବ ଜବତ କରିଛି ବ୍ରଜରାଜନଗର ଜିଆରପି ପୋଲିସ। ମୃତ ଯୁବକ ଜଣକ…

5 years ago

ମୋହନା: ତେଜରାତି ଦୋକାନରେ ଲାଗିଲା ନିଆଁ,  ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନ ରାଣିଖମା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରେ ଲାଗିଛି ନିଆଁ । ଏହି ନିଆଁରେ ଲକ୍ଷାଧିକ ଟଙ୍କାର…

5 years ago

ତିତିଲିକୁ ପୂରିଲା ଏକ ବର୍ଷ, ଏବେବି କରାଳ ରୂପକୁ ଭୁଲି ପାରିନାହାନ୍ତି ଗଜପତି ଜିଲ୍ଳାର ଲୋକେ

ଭୁବନେଶ୍ବର(କେନ୍ୟୁଜ୍):   ପ୍ରଳୟଙ୍କାରୀ ବାତ୍ୟା ତିତିଲିକୁ ପୂରିଲା ଏକ ବର୍ଷ । ୨୦୧୮ ମସିହା ଆଜିର ଦିନରେ ତାଣ୍ଡବ ରଚିଥିଲା ତିତିଲି । ଆନ୍ଧ୍ରପ୍ରଦେଶର ପଲାସା ଓ ଗଜପତି…

5 years ago

ବାଲେଶ୍ୱର: ୮ ଦିନ ପରେ ମା କୋଳକୁ ଫେରିଲା ୪ ମାସର ଶିଶୁ ପୁତ୍ର, ବାଲେଶ୍ୱର ରେଳ ଷ୍ଟେସନରୁ ହୋଇଥିଲା ଚୋରି

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ରେଳ ଷ୍ଟେସନରୁ ପିଲା ଚୋରି ଘଟଣା । ଶେଷରେ ମାଆ କୋଳକୁ ଫେରିଲା ୪ ମାସର ଶିଶୁ ପୁତ୍ର । ବାହାର ରାଜ୍ୟକୁ ଚାଲାଣ…

5 years ago

ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ନାବାଳକ । ଗତ ମାସ ୯…

5 years ago

କଟକ: ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନିଆରା ଫ୍ୟାନ, ଯିଏ ପ୍ରଥମ ଫିଲ୍ମରୁ ଆଜି ଯାଏ ପ୍ରତ୍ୟକଟି ଫିଲ୍ମର ପୋଷ୍ଟର ରଖିଛନ୍ତି ଅତି ଯତ୍ନରେ

କଟକ(କେନ୍ୟୁଜ୍): ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ । ୭୭ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ୍‌ର ଏହି ବର୍ଷିୟାନ୍‌ ଅଭିନେତା । ଆଜି ତାଙ୍କର…

5 years ago

ବିଭିନ୍ନ ଦାବି ନେଇ ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘର ବିକ୍ଷୋଭ, ପ୍ରଶାସନ କାର୍ଯ୍ୟାଳୟ କଲେ ଘେରାଉ

ପୁରୀ(କେନ୍ୟୁଜ୍): ବିଭିନ୍ନ ଦାବି ନେଇ ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘର ବିକ୍ଷୋଭ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅଧିନରେ ଥିବା ୩ଟି ଭକ୍ତ ନିବାସର ଆଉଟସୋର୍ସିଂ…

5 years ago

ବ୍ରହ୍ମପୁର ରେଳ ଷ୍ଟେସନରେ ଅଭାବନୀୟ ଘଟଣା, ୨ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ରେଳ ଷ୍ଟେସନରେ ଅଭାବନୀୟ ଘଟଣା । ୨ ଝିଅ ସହ ଟ୍ରେନ୍‌ ଆଗକୁ ଡେଇଁଲା ମା’ । ଘଟଣା ପରେ ମା’ ପ୍ରାଣ ହରାଇଥିବା…

5 years ago

ଖୋର୍ଦ୍ଧା: ପୁଣି ଜବତ ହେଲା ଧଳା ଜହର, ନୂଆ ବସଷ୍ଟାଣ୍ଡରେ ଅବକାରୀ ବିଭାଗ ଚଢାଉ କରି ଜବତ କଲା ଏକଲକ୍ଷ ୬୦ହଜାର ଟଙ୍କାର ବ୍ରାଉନ ସୁଗାର

ଖୋର୍ଦ୍ଧା(କେନ୍ୟୁଜ୍): ପୁଣି ଜବତ ହେଲା ବ୍ରାଉନ ସୁଗାର। ଆଜି ଖୋର୍ଦ୍ଧା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଚଢଉ କରି ୧୬ ଗ୍ରାମର ବ୍ରାଉନସୁଗାର…

5 years ago

ସୁନ୍ଦରଗଡ଼: ମଧ୍ୟାହ୍ନ ଭୋଜନ ବେଳେ ପିଲାଙ୍କ ଆଗରେ ବିଇଓ ଖାଇଲେ ଚିକେନ୍‌ ତରକାରୀ ଓ ସାଲଡ, କିନ୍ତୁ ଛାତ୍ରଛତ୍ରୀ କେବଳ ଡାଲି ଭାତ

ସୁନ୍ଦରଗଡ଼(କେନ୍ୟୁଜ୍): ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ଛାତ୍ରଛାତ୍ରୀ ଖାଇଲେ ଭାତ-ଡାଲମା। କିନ୍ତୁ ବିଓଇ ଖାଇଲେ ସୁଆଦିଆ ଖାଦ୍ୟ। ବିଇଓଙ୍କୁ…

5 years ago