କରୋନା ଭାଇରସ

ବିଶ୍ୱରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ୨୪ ହଜାର ଟପିଲା, ସ୍ପେନ୍‌ରେ ଗୋଟିଏ ଦିନରେ ୭୧୮ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା। ମୃତ୍ୟୁସଂଖ୍ୟା ୨୪ ହଜାରରୁ ଉର୍ଦ୍ଧ୍ୱ ଟପିଛି। ଏଯାଏ ୫.୩୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୨୩ ହଜାର ୯୪୨ ଲୋକ ସୁସ୍ଥହୋଇ ଫେରିଛନ୍ତି। ସେହିପରି ସ୍ପେନ୍‌ରେ ଅଣାୟତ ହୋଇପଡିଛି ସ୍ଥିତି। ଇଟାଲୀ ପରେ ସ୍ପେନ୍‌ରେ ଅଧିକ ମାରାତ୍ମକ ସାଜିଛି ଭାଇରସ। ଗୋଟିଏ ଦିନରେ ୭୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୪୩୬୫ରେ ପହଞ୍ଚିଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ। ୮୫ ହଜାରରୁ ଉର୍ଦ୍ଧ୍ୱ ଟିପିଛି ସଂଖ୍ୟା। ୧୨୯୩ଜଣଙ୍କ ମୃତ୍ୟୁ ହୋଇଛି।

ଗୋଟିଏ ଦିନରେ ଇଟାଲିରେ ୭୧୨ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୮ହଜାର ୨୧୫ରେ ପହଞ୍ଚିଛି। ସେହିପରି ସ୍ପେନ୍‌ରେ ଅଣାୟତ ହୋଇପଡିଛି ସ୍ଥିତି। ଗୋଟିଏ ଦିନରେ ୭୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୪୩୬୫ରେ ପହଞ୍ଚିଛି। ଚୀନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୩ହଜାର ୨୯୨ରେ ପହଞ୍ଚିଛି। ଇରାନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୨ହଜାର ୨୩୪ରେ ପହଞ୍ଚିଛି। ଫ୍ରାନ୍ସରେ ବର୍ତ୍ତମାନ ସୁଦ୍ଧା ୧ହଜାର ୬୯୬ଜଣଙ୍କ ଜୀବନ ଯାଇଛି। ଆହୁରି ଅନେକ ଦେଶରେ ଶତାଧିକ ଲୋକଙ୍କ ପ୍ରାଣ ନେଲାଣି ଘାତକ କରୋନା ଭାଇରସ୍‌।

KNews Bureau

Recent Posts

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ବାଙ୍ଗିରିପୋଷି(କେନ୍ୟୁଜ୍‌): ଦ୍ୱାରାଶୁଣି ଘାଟିରେ ପୁଣିଥରେ ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣି ଘାଟିରେ ଅଜଣା ଗାଡି ଧକ୍କାରେ ବାଇକ…

4 mins ago

ଗଠନ ହେବ ନୂଆ ବିଧାନସଭା, ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌): ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ । ରାଜ୍ୟପାଳ ରଘୁବର ଦାଶ ୧୬ତମ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ…

23 mins ago

ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରିବ କଖାରୁ, ହାର୍ଟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆଜିର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସମସ୍ୟା ଦ୍ରୁତ ଗତିରେ…

28 mins ago

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ କେଦାର ଯାଦବ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ଟି୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ୍‌ ଜୁନ୍‌ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ…

30 mins ago

ଧର୍ମଶାଳା ଓ ରସୁଲପୁର ବ୍ଲକ ଅଫିସ୍ ରେ ଭଙ୍ଗାରୁଜା ଘଟଣାରେ ୨୦ ଗିରଫ

ଯାଜପୁର(କେନ୍ୟୁଜ୍‌): ଯାଜପୁର ଜିଲ୍ଲା ଧର୍ମଶାଳାରେ ମତଦାନ ପରେ ବ୍ଲକ ଅଫିସରେ ଭଙ୍ଗାରୁଜା ଘଟଣାରେ ୨୦ ଜଣ ଗିରଫ । ୨୦ଜଣଙ୍କୁ…

33 mins ago

ଦିଲ୍ଲୀ: ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଧୁ ଧୁ ହୋଇ ଜଳୁଛି ୪ଟି କୋଚ୍‌

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ୍‌ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ତାଜ୍‌ ଏକ୍ସପ୍ରେସ…

45 mins ago