ccoronavirus updates

ଦେଶରେ ପୁଣି ଡରାଇଲାଣି କରୋନା! ଗୋଟିଏ ଦିନରେ ୧୪୮ ଜଣ ପଜିଟିଭ୍‌

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କରୋନା। ଶୀତଦିନ ଆରମ୍ଭ ହେବା ସହିତ ଭାରତରେ ଏବେ କରୋନା ଭାଇରସର ନୂଆ ମାମଲା ଦେଖାଦେଇଛି, ଯାହାପରେ ସଂକ୍ରମଣ…

7 months ago

ଘାତକ ସାଜୁଛି ନୂଆ କୋଭିଡ ଭାରିଆଣ୍ଟ: ଆକ୍ରାନ୍ତ ହେଲେ ଆଖିର ରଙ୍ଗ ହେଉଛି ଗୋଲାପୀ

ନୂଆଦିଲ୍ଲୀ : ଘାତକ ସାଜୁଛି କରୋନା । କୋଭିଡର ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ହେଲେ ଆଖି ଗୋଲାପୀ ରଙ୍ଗର ଦେଖାଦେଉଛି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ…

1 year ago

ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣରୁ ରକ୍ଷା କରିବ ଏସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରିଦିଅନ୍ତୁ ସେବନ

ଦେଶରେ କରୋନାର ପ୍ରଭାବ କମିଥିବା ବେଳେ ଏବେ ନୂଆ ଭାଇରସ୍‌ର ପ୍ରଭାବ ବଢିବାରେ ଲାଗିଛି। ଭାରତରେ ଏବେ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ଆତଙ୍କ ବଢି ଚାଲିଛି। ଇନଫ୍ଲୁଏଞ୍ଜା ସଂକ୍ରମଣର…

1 year ago

ଦୁନିଆରୁ ଶୀଘ୍ର ଶେଷ ହେବ ନାହିଁ କରୋନା ସଂକ୍ରମଣ, ବିଶେଷଜ୍ଞ କହିଲେ ଟିକାକରଣ ଜରୁରୀ

ହଂକଙ୍ଗ : ଏକ ନୂଆ ଅଧ୍ୟୟନ ଅନୁଯାୟୀ, କୋଭିଡରେ ପୀଡିତ ପ୍ରାୟ ୭୧ ପ୍ରତିଶତ ଲୋକଙ୍କର ଚିକିତ୍ସାର ଆବଶ୍ୟକତା ରହିଥିଲା । କରୋନାରେ ପୀଡିତ ବ୍ୟକ୍ତି ୬…

1 year ago

କରୋନା ର ଶନି ସମ୍ପର୍କ, କେବେ ଆସିବ ସଂକ୍ରମଣର ବଡ଼ ଲହର

କରୋନା ପୁଣି ଥରେ ମୁଣ୍ଡ ଉଠାଇଲାଣି । ତେଣୁ ଭାରତ ସହ ଦୁନିଆର ଅନେକ ଦେଶରେ କରୋନାକୁ ପ୍ରତିହତ କରିବା ପାଇଁ ଦ୍ରୁତ ପ୍ରସ୍ତୁତି ଚାଲିଛି ।…

1 year ago

ପୁଣି ଡରାଇଲାଣି କରୋନା ନୂଆ ଭାଇରସ ବିଏଫ୍‌ ୭, ଦୁଇଟି ଟିକା ନେଲେ ବି ହୋଇପାରନ୍ତି ପ୍ରଭାବିତ, ଏହି ଲକ୍ଷଣ ଦେଖିବା ମାତ୍ରେ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ : କିଛି ମାସ ଧରି କରୋନା ସଂକ୍ରମଣ ଭୟରୁ ଲୋକେ ମୁକୁଳିଥିବା ବେଳେ ପୁଣି ଥରେ ଡରାଇଲାଣି କରୋନା । ଏଥର ପୁଣି ଆଉ ଏକ…

2 years ago

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭ ନୂଆ ପଜିଟିଭ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…

2 years ago

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୬୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…

2 years ago

ରାଜ୍ୟରେ ୨୪ ଘଣ୍ଟାରେ ୮୧୬ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ନୂଆ କେସ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି କୋରନା ଗ୍ରାଫ୍‌। ଓଡ଼ିଶାରେ ଲାଗାତର ଦୁଇ ଦିନ ଧରି ୧ ହଜାର ତଳେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୮୧୬…

2 years ago

କରୋନାକୁ ନେଇ ଆସିଲା ସାଂଘାତିକ ତଥ୍ୟ: ୨୦୧୫ରେ ଭାଇରସକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚୀନ ବୈଜ୍ଞାନିକ କରିଥିଲେ ଆଲୋଚନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଦ୍ୱାରା ତୃତୀୟ ବିଶ୍ୱ ଯୁଦ୍ଧ ଲଢ଼ି ହେବ । ୨୦୧୫ ରେ ଏଭଳି ଆଲୋଚନା କରିଥିଲେ ଚୀନ୍‌ ବୈଜ୍ଞାନିକ । ଅଷ୍ଟ୍ରେଲିଆର ଓ୍ଵିକେଣ୍ଡ…

3 years ago

ପୁଣି ରାଜ୍ଯରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ବର: ପୁଣି ରାଜ୍ଯରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ ଯାଜପୁରରୁ ୩୧,ଜଗତସିଂପୁରରୁ ୨୩, ଭଦ୍ରକରୁ ୨୧,କେନ୍ଦ୍ରାପଡାରୁ ୮,ଖୋଦ୍ଧାରୁ ୪,ଅନୁଗୁଳରୁ ୨,ବାଲେଶ୍ବରରୁ ୨,ସମ୍ବଲପୁରରୁ…

4 years ago

କରୋନା ଅପଡେଟ୍‍ : ଗୋଟିଏ ଦିନରେ ସାମ୍ନାକୁ ଆସିଲା ୪୯୮୭ ମାମଲା, ୧୨୦ ଲୋକଙ୍କ ମୃତ୍ୟୁ

କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୮୭ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୦…

4 years ago