କରୋନା ଭାଇରସ

‘କୋଭିସିଲ୍‌ଡ’ ପରେ ଆଜି ସକାଳେ ଓଡିଶାରେ ଆସି ପହଞ୍ଚିଲା କୋଭାକ୍ସିନ୍

ଭୁବନେଶ୍ୱର : ରାଜ୍ୟରେ ଗତକାଲି କରୋନା ଟିକା ‘କୋଭିସିଲ୍‌ଡ’  ପହଞ୍ଚିବା ବେଳେ ଆଜି ସକାଳେ ପହଞ୍ଚିଛି କୋଭାକ୍ସିନ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୂତ କୋଭାକ୍ସିନର ୨୦ ହଜାର ଡୋଜ ରାଜ୍ୟରେ ଆଜି ସକାଳେ ଆସି ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବାପରେ ଏହାକୁ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ପଠାଯାଇଛି। ସେଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯିବ।

ଏଥି ନିମନ୍ତେ ବିଭିନ୍ନ ଜିଲ୍ଲାର ଗାଡି ଆସି ପହଞ୍ଚିଯାଇଛି। ଖୁବ୍‌ ଶୀଘ୍ର ଟିକା ବିତରଣ ହେବା ପରେ ବିଭିନ୍ନ ଜିଲ୍ଲାକୁ କଡ଼ା ସୁରକ୍ଷା ବଳୟରେ ଏହାକୁ ପଠାଯିବ। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା କରୋନା ଟିକା ‘କୋଭିସିଲ୍‌ଡ’।

Sonalisa

Recent Posts

ଖୁସି ଖବର, ଖୁବ୍ ଶୀଘ୍ର ଲାଗୁ ହୋଇପାରେ ଅଷ୍ଟମ ବେତନ ଆୟୋଗ

କୋଟିଏରୁ ଅଧିକ ସରକାର କର୍ମଚାରୀ ଏବଂ ପେନସନଧାରୀ ନିଜର ୮ମ ବେତନ ଆୟୋଗ ଗଠନକୁ ଚାତକ ଭଳି ଚାହିଁ ରହିଛନ୍ତି…

6 mins ago

କୁଏତ୍‌: ଶ୍ରମିକ ରହୁଥିବା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସମେତ ୪୧ ମୃତ

କୁଏତ୍‌ର ଦକ୍ଷିଣ ସହର ମଙ୍ଗାଫ୍‌ରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି…

7 mins ago

ରୋଷେଇ ଘରେ ମହଙ୍ଗା ମାଡ଼, ଚାଉଳ ଡାଲି ପରେ ଏବେ ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର(କେନ୍ୟୁଜ୍‌): ନିର୍ବାଚନ ସରିଲା । ଅସହ୍ୟ ତାତିରେ ଏବେ ପରିବା ଦରରେ ଲାଗିଲା ନିଆଁ । ହୁ ହୁୂ ହୋଇ…

12 mins ago

ସମ୍ପନ୍ନ ହେଲା ସମ୍ବଲପୁରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ, ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତି

ସମ୍ପନ୍ନ ହୋଇଯାଇଛି ସମ୍ବଲପୁର ସହରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ ଯାତ୍ରା । ଯୁଗଳ ଦର୍ଶନ ଓ ସାଂସ୍କୃତିକ…

17 mins ago

ଲେଟ୍‌ ନାଇଟ୍‌ରେ ଶୋଉଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ଆଜିକାଲି ଅନେକ ଲୋକ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବା ଆରମ୍ଭ…

28 mins ago

ଆସିଲା ଫୋନ୍‌ କଲ୍‌ , ଏହି ବିଧାୟକ ମାନେ ହେବେ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍‌…

30 mins ago