Below header

‘କୋଭିସିଲ୍‌ଡ’ ପରେ ଆଜି ସକାଳେ ଓଡିଶାରେ ଆସି ପହଞ୍ଚିଲା କୋଭାକ୍ସିନ୍

ଭୁବନେଶ୍ୱର : ରାଜ୍ୟରେ ଗତକାଲି କରୋନା ଟିକା ‘କୋଭିସିଲ୍‌ଡ’  ପହଞ୍ଚିବା ବେଳେ ଆଜି ସକାଳେ ପହଞ୍ଚିଛି କୋଭାକ୍ସିନ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୂତ କୋଭାକ୍ସିନର ୨୦ ହଜାର ଡୋଜ ରାଜ୍ୟରେ ଆଜି ସକାଳେ ଆସି ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବାପରେ ଏହାକୁ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ପଠାଯାଇଛି। ସେଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯିବ।

covaccineଏଥି ନିମନ୍ତେ ବିଭିନ୍ନ ଜିଲ୍ଲାର ଗାଡି ଆସି ପହଞ୍ଚିଯାଇଛି। ଖୁବ୍‌ ଶୀଘ୍ର ଟିକା ବିତରଣ ହେବା ପରେ ବିଭିନ୍ନ ଜିଲ୍ଲାକୁ କଡ଼ା ସୁରକ୍ଷା ବଳୟରେ ଏହାକୁ ପଠାଯିବ। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା କରୋନା ଟିକା ‘କୋଭିସିଲ୍‌ଡ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.