ପ୍ରତିଦିନ କୁକୁର ମୂତ୍ର ପିଅନ୍ତି ଏହି ସୁନ୍ଦର ଯୁବତୀ, କାରଣ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରାଇଯିବ

ଦୁନିଆରେ ପ୍ରତ୍ଯେକ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ସଚେତନ ରହିବା ସହିତ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ଏହାକୁ ବଜାୟ ରଖିବା ପାଇଁ ଦୈନନ୍ଦିନ ଜୀବନରେ କିଛି ନା କିଛି ବ୍ୟାୟାମ ହେଉ ଅବା ଖାଦ୍ୟସାମଗ୍ରୀ ନିଜ ଖାଦ୍ୟପେୟରେ ଯୋଡିଥାଏ । ଖାସ୍ କରି ଝିଅମାନେ ନିଜ ଚର୍ମକୁ ଉଜ୍ଜ୍ୱଳ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । କିନ୍ତୁ ଜଣେ ସୁନ୍ଦର ମହିଳା ନିଜର ସୌନ୍ଦର୍ଯ୍ଯ ରକ୍ଷା କରିବା ପାଇଁ ପ୍ରତିଦିନ କୁକୁର ପରିସ୍ରା ପିଅନ୍ତି । ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ।

ଆମେରିକାର ଲିନା ନାମକ ଜଣେ ମହିଳା କୁକୁର ପରିସ୍ରା ପିଇ ନିଜର ସୌନ୍ଦର୍ଯ୍ୟ ଏବଂ ଚର୍ମର ଗ୍ଲୋ ବଜାୟ ରଖନ୍ତି । ଆମେରିକାର ଲିନା ନାମକ ଏହି ମହିଳା କୁହନ୍ତି ଯେ ଲୋକମାନେ ତାଙ୍କୁ ସବୁବେଳେ ଚମକୁଥିବା ଚର୍ମର ରହସ୍ୟ ପଚାରନ୍ତି । ସେ ଲୋକମାନଙ୍କୁ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ବିଷୟରେ କହିଥିଲେ ଯେ ସେ ପ୍ରତିଦିନ କୁକୁର ମୂତ୍ର ପିଅନ୍ତି, ଯାହାଫଳରେ ତାଙ୍କ ଚେହେରାରେ ଦାଗ ନଥାଏ ଏବଂ ଏହା ସର୍ବଦା ଚେହେରାକୁ ଚମକାଇଥାଏ । ପ୍ରଥମେ ଏହା ଶୁଣିବା ପରେ କେହି ବିଶ୍ୱାସ କରିନଥିଲେ ।

urine
photo credit: The mirror

ଲିନା କହିଛନ୍ତି ଯେ, ସେ ନିୟମିତ ଭାବରେ ନିଜ କୁକୁରର ପରିସ୍ରା ପିଇଥାନ୍ତି । ଏହାକୁ ନେଇ ସେ ଯୁକ୍ତି କରନ୍ତି ଯେ କୁକୁରର ମୂତ୍ରରେ ଭିଟାମିନ୍ ଏ, ଭିଟାମିନ୍ ଇ ଏବଂ କ୍ୟାଲସିୟମ୍ ର ଗୁଣ ଥାଏ, ଯାହା କର୍କଟ ରୋଗର ଚିକିତ୍ସାରେ ବହୁତ ସହାୟକ ହୋଇଥାଏ । ଲୀନା କହିଛନ୍ତି ଯେ କୁକୁରର ମୂତ୍ର ପିଇଲେ କର୍କଟ ରୋଗକୁ ବହୁ ପରିମାଣରେ ଏଡାଯାଇପାରିବ ।

କିଛି ସମୟ ପୂର୍ବରୁ ତାଙ୍କ ମୁହଁରେ ବହୁତ ପିମ୍ପଲ୍ସ ଥିଲା । ଯେତେବେଳେ ସେ ପ୍ରଥମେ କୁକୁରର ପରିସ୍ରା ପିଇଲେ, ସେତେବେଳେ ସେ ବହୁତ ଅଦ୍ଭୁତ ଅନୁଭବ କଲେ । କିନ୍ତୁ ପରେ ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିଣତ ହେଲା ଏବଂ ଏହାର ସୁବିଧା ହେଲା ଯେ ତାଙ୍କ ପିମ୍ପଲ୍ ସଂପୂର୍ଣ୍ଣ ଭଲ ହୋଇଗଲା । ଲୀନାଙ୍କ ମୁହଁରେ ଏକ ଭିନ୍ନ ଉଜ୍ବଳତା ଆସିଛି । ବର୍ତ୍ତମାନ ଏହି ମହିଳା ନିଜର ସୌନ୍ଦର୍ଯ୍ୟ ଏବଂ ଏହା ପଛର ରହସ୍ୟ ଯୋଗୁଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.