ନୂଆଦିଲ୍ଲୀ: ଏପ୍ରିଲ ୧୪ପରେ ବଢିବ କି ଲକ୍ ଡାଉନ୍। ୨୧ ଦିନିଆ ଲକ୍ଡାଉନ୍ ଅବଧି ପୂରିବାକୁ ଆଉ ୬ ଦିନ ବାକି ଅଛି । ଏପ୍ରିଲ ୧୪ରେ ଅବଧି ଶେଷ ହେବ। କିନ୍ତୁ କରୋନା ବ୍ୟାପି ଚାଲିଛି। ଏପରି ସ୍ଥଳେ ଲକ୍ଡାଉନ୍ ସମୟସୀମାକୁ ପୁଣି ବୃଦ୍ଧି କରାଯିବ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏପ୍ରିଲ ୧୪ ପରେ ଲକ୍ଡାଉନ୍ ଜାରି ରଖିବାକୁ ଅନେକ ରାଜ୍ୟ ଅନୁରୋଧ କରିଥିବା ସୂଚନା ରହିଛି। ତେବେ ଏ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ପରିସ୍ଥିତିର ସମୀକ୍ଷା ଚାଲିଛି। ଆବଶ୍ୟକ ହେଲେ ଲକ୍ଡାଉନ୍ ସମୟ ସୀମାକୁ ବୃଦ୍ଧି କରାଯାଇ ପାରେ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…