କରୋନା ଭାଇରସ

କୋଭିଡ୍‌ ଲଢେଇରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟକୁ ଗୁରୁତ୍ୱ: ପ୍ରତ୍ୟେକ ଦିନ ରାଜ୍ୟରେ ଚାଲିଛି ୫୦ ହଜାର ଉପରେ କରୋନା ପରୀକ୍ଷା

ଭୁବନେଶ୍ବର: ଆଜି ରାଜ୍ୟରେ ୩୦ ଲକ୍ଷ ପାର୍‌ ହେଲା କରୋନା ଟେଷ୍ଟିଂ। କୋଭିଡ୍‌ ଲଢେଇରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟକୁ ଗୁରୁତ୍ୱ ଦିଆଯାଇ ଆସୁଛି। ଏଥିରେ ରାଜ୍ୟ ସରକାର ଏବେ ଦୈନିକ ଟେଷ୍ଟିଂ ସଂଖ୍ୟା ବଢାଇ ଚାଲିଛନ୍ତି । ପ୍ରତ୍ୟେକ ଦିନ ୫୦ ହଜାର ଉପରେ ଟେଷ୍ଟିଂ ଚାଲିଥିବା ବେଳେ ଆଜି ଏହି ସଂଖ୍ୟା ୩୦ ଲକ୍ଷ ପାର୍‌ କରିଛି।

ଗତ ୨୪ ଘଣ୍ଟାରେ ୫୨ ହଜାର ୮୮୨ ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ୍‌ ଓ ଟ୍ରୁନାଟ ମାଧ୍ୟମରେ ଏହିସବୁ ଟେଷ୍ଟ କରାଯାଇଛି । ୪୪,୫୧୪ ଆଣ୍ଟିଜେନ୍‌ ଟେଷ୍ଟ, ୮୨୭୫ଟି RTPCR ଓ ୯୩ଟି ଟ୍ରୁନାଟ ଟେଷ୍ଟ କରାଯାଇଛି । କେନ୍ଦୁଝରରେ ସର୍ବାଧିକ ୫ ହଜାର ୨୧୧ ଟେଷ୍ଟ ହୋଇଥିବା ବେଳେ ଗଞ୍ଜାମରେ ୪୬୬୬, ମୟୂରଭଞ୍ଜରେ ୪୫୬୯, କେନ୍ଦ୍ରାପଡ଼ାରେ ୪୫୨୧ ଜଣଙ୍କ ଟେଷ୍ଟିଂ ହୋଇଛି ।

Sonalisa

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

8 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

33 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

37 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

40 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

46 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

58 mins ago