କରୋନା ଭାଇରସ

ଦେଶର ସରପଞ୍ଚମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଆତ୍ମନିର୍ଭରଶୀଳ ହୋଇ କରୋନାକୁ ହରାଇବା ଦେଲେ ପରାମର୍ଶ

ନୂଆଦିଲ୍ଲୀ: ପଞ୍ଚାୟତିରାଜ ଦିବସରେ ଦେଶର ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍‌ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ପଞ୍ଚାୟତର ମୁଖିଆ ସରପଞ୍ଚଙ୍କୁ ଶୁଭକାମନା ଜଣାଇଛନ୍ତି। ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ପଞ୍ଚାୟତିରାଜ ଦିବସରେ ଗାଁକୁ ସ୍ୱରାଜ ପହଞ୍ଚାଇବା ଲକ୍ଷ୍ୟ ରହିଛି । କରୋନା ଯୋଗୁଁ ନାନାଦି ସମସ୍ୟା ସୃଷ୍ଟି ହେଉଛି । ବିପଦ ବେଳେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଆତ୍ମନିର୍ଭରଶୀଳ ହୋଇ କରୋନାକୁ ହରାଇବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି ।

ଏଥିସହ ଇ-ଗ୍ରାମ୍ୟ ସ୍ୱରାଜ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି ପିଏମ । ପଞ୍ଚାୟତ ମଜଭୁତ ହେଲେ ଲୋକତନ୍ତ୍ର ମଜଭୁତ ହେବ । ଆମେ ଘରେ ରହିଲେ ହିଁ ସୁସ୍ଥ ରହିବା । ପଞ୍ଚାୟତ ସୁସ୍ଥ ରହିଲେ ବିକାଶ ଅଧିକ ହେବ ବୋଲି କହିଛନ୍ତି ପିଏମ । ପଞ୍ଚାୟତ ସହ ଜଡ଼ିତ କାମ ସରକାର ହାତକୁ ନେଉଛନ୍ତି । ସ୍ୱାମୀତ୍ୱ ଯୋଜନା ପଞ୍ଚାୟତକୁ ଆଧୁନିକୀକରଣ କରିବ । ସ୍ୱାମୀତ୍ୱ ଯୋଜନାରେ ଗାଁର ସମ୍ପତ୍ତିର ମ୍ୟାପିଂ ହେବ । ଯୋଜନାରେ ଗାଁ ସମ୍ପତ୍ତିର ମାଲିକାନା ପ୍ରମାଣପତ୍ର ମିଳିବ । ଗାଁ ଲୋକମାନେ ମଧ୍ୟ ସହଜରେ ନେଇପାରିବେ । ସାମାଜିକ ଦୂରତା ଦ୍ୱାରା କରୋନାକୁ ହରାଇବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

13 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

28 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

41 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

41 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago