ସିଙ୍ଗର ଅଦନାନ୍ ସାମିଙ୍କ ଏକ ଟୁଇଟ୍ ସୋସିଆଲ ମିଡିଆରେ ଖୁବ୍ ହଙ୍ଗାମା ମଚେଇଛି। ଅଦନାନ୍ ଏହି ଟୁଇଟରେ ଭାରତ ଏବଂ ପାକିସ୍ତାନକୁ ନେଇ କିଛି କଥା କହିଛନ୍ତି, ଯାହାକୁ ନେଇ ତାଙ୍କୁ ଅନେକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଛି। ସେ ଟୁଇଟ କରିଛନ୍ତି ଯେ ଭାରତରେ ଗୋରୁ ମାଂସ ଏବଂ ପାକିସ୍ତାନରେ ମଦ ଖୋଲାମେଲାରେ ମିଳିଥାଏ, ଯେଉଁଥିପାଇଁ କେତେଜଣ ଫଲୋୟର ତାଙ୍କ ଉପରେ ରାଗି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
ସାମି ଲେଖିଛନ୍ତିି, ‘ଗୋଟିଏ କଥା ମୋତେ ପୂରାପୂରି ସ୍ପଷ୍ଟ ଜଣାପଡ଼ୁଛି, ଭାରତରେ ଗୋରୁ ମାଂସ ଖୋଲାରେ ଠିକ୍ ସେହିଭଳିି ମିଳିଥାଏ, ଯେପରି ଇସଲାମିକ୍ ଦେଶ ପାକିସ୍ତାନରେ ମଦ ମିଳେ’। କହି ରଖୁଛୁ, ବିଶିଷ୍ଟ ଗାୟକ ଅଦନାନ୍ ସାମି ୨୦୧୬ରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ ଏବଂ ସେବେଠାରୁ ଭାରତରେ ରହିଆସୁଛନ୍ତି। ଏହାପୂର୍ବରୁ ସେ ପାକିସ୍ତାନର ନାଗରିକ ଥିଲେ।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…