ମୁମ୍ବାଇ: ଚୀନ ବକ୍ସ ଅଫିସରେ ଧମାଲ୍ କରୁଛି ଆୟୁଷ୍ମାନ୍ ଖୁରାନା ଓ ତବୁଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ଅନ୍ଧାଧୁନ୍’ । ‘ଅନ୍ଧାଧୁନ୍’ ରିଲିଜ୍ ହେବାର ଦୁଇ ସପ୍ତାହ ମଧ୍ୟରେ ୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିସାରିଛି। ଏହିପରି ଭାବେ ‘ଅନ୍ଧାଧୁନ୍’ ଚୀନରେ ସର୍ବାଧିକ ବ୍ୟବସାୟ କରିଥିବା ପଞ୍ଚମ ଭାରତୀୟ ସିନେମାଭାବେ ବବେଚିିତ ହୋଇଛି। ତେବେ ଆଶା କରାଯାଉଛି କି ଏହି ଫିଲ୍ମ ସର୍ବମୋଟ୍ ୩୫୦ କୋଟି ଟଙ୍କାର ବ୍ୟବସାୟ କରିବ। ଚୀନ୍ରେ ‘ପିଆନୋ ପ୍ଲେଆର୍’ ଟାଇଟଲ୍ରେ ରିଲିଜ୍ ହୋଇଛି ଫିଲ୍ମ ‘ଅନ୍ଧାଧୁନ୍’ । ଏହି ସିନେମା ଭାରତୀୟ ବକ୍ସ ଅଫିସରେ ମଧ୍ୟ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…