କରୋନା ଭାଇରସ୍ ମହାମାରୀ ଭିତରେ ଲଗାତର ଫିଲ୍ମ ଇଣ୍ଡଷ୍ଟ୍ରୀରୁ ବହୁତ ଦୁଃଖଦ ଖବରକୁ ସାମ୍ନାକୁ ଆସୁଛି। ଏବେ ପୁଣି ଥରେ ବଲିଉଡ ପାଇଁ ଏକ ଖରାପ ଖବର ଅଛି। ନିକଟରେ ଅନୁରାଧା ପଡଓ୍ଵାଲଙ୍କ ପୁଅ ଆଦିତ୍ୟ ପୌଡଓ୍ଵାଲଙ୍କର ନିଧନ ହୋଇଛି। ମାତ୍ର ୩୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।
ସୂଚନା ଅନୁଯାୟୀ ଆଦିତ୍ୟ ଗତ କିଛି ମାସ ହେବ କିଡନୀ ରୋଗରେ ପୀଡିତ ଥିଲେ। ଯାହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଦିତ୍ୟଙ୍କ ନିଧନ ଖବର ପାଇବା ପରେ ପୂରା ଫିଲ୍ମ ଇଣ୍ଟଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଆଦିତ୍ୟ ଆଜି ସକାଳୁ ହିଁ ଦୁନିଆକୁ ବିଦାୟ କହିଦେଲେ।
ତେବେ ଆଦିତ୍ୟଙ୍କ ମୃତ୍ୟୁ ପରେ ବଲିଉଡ୍ ଜଗତର ବିଭିନ୍ନ କଳାକାର ଶୋକ ପ୍ରକାଶ କରିଛନ୍ତି। ସିଙ୍ଗର ଶଙ୍କର ମହାଦେବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଦୁଃଖପ୍ରକାଶ କରିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…