ମୁମ୍ବାଇ : ନିଜର ବାସ୍ତବିକ ଅଭିନୟ ସହ ଅଲରାଉଣ୍ଡର କଳାକାର ଭାବେ ବଲିଉଡ଼ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଅୟୁଷ୍ମାନ ଖୁରାନା। ଏବେ ରିଲିଜ୍ ହୋଇଛି ଆୟୁଷ୍ମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବଧାଇ ହୋ’ର ଟ୍ରେଲର। ଟ୍ରେଲରରେ ରହିଛି ଭରପୁର କମେଡି । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ଲେଡି ଲଭ୍ ସାଜିଛନ୍ତି ସାନ୍ୟା ମଲହୋତ୍ରା।
ପିଲ୍ମର କାହାଣୀରେ ଦେଖିବାକୁ ମିଳିଛି, କର୍ପୋରେଟ କମ୍ପାନିରେ କାମ କରୁଥିବା ଆୟୁଷ୍ମାନ ନିଜ ମା, ବାପା, ସାନ ଭାଇଙ୍କ ସହ ରହୁଛନ୍ତି। ପରିବାରରେ ସବୁକିଛି ଠିକ ଚାଲୁଛି, ହଠାତ ଜଣାପଡୁଛି ଆୟୁଷ୍ମାନଙ୍କ ମା’ ପ୍ରେଗନେଣ୍ଟ ଅଛନ୍ତି । ଏହା ଜଣାପଡିବା ପରେ ପରିସ୍ଥିତି ବଦଳିଯାଉଛି । ଏଭଳି କିଛି ଭିନ୍ନ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରବିନ୍ଦ୍ରନାଥ ଶର୍ମା। ଅକ୍ଟୋବର ୧୯ରେ ବଡ ପରଦାକୁ ଆସିବ ‘ବଧାଇ ହୋ’।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…