Categories: ମନୋରଂଜନ

ବାହୁବଳୀରେ ଥିବା ଷଣ୍ଢ ସିନର ସତ୍ୟତା ଜାଣନ୍ତି କି ? ଦେଖନ୍ତୁ କେମିତି ଆଖିଲେ ଧୂଳି ପକାଇଥିଲେ ଭଲ୍ଲାଲଦେବ

ଭାରତୀୟ ସିନେମା ଇତିହାସରେ ଏକ ମାଇଲଷ୍ଟୋନ୍ ଫିଲ୍ମ ବାହୁବଳୀ । ଯାହା ବକ୍ସ ଅଫିସରେ କରିଥିଲା ରେକର୍ଡ ପରେ ରେକର୍ଡ । ବାହୁବଳୀର ଉଭୟ ସିରିଜର ପ୍ରତିଟି ଚିତ୍ର, ଚରିତ୍ର, ସିନ୍, ଭିଜୁଆଲ୍ ଇଫେକ୍ଟ ସହ ଭବ୍ୟ ସେଟ୍ ଦର୍ଶକଙ୍କ ମନ ଏବଂ ମସ୍ତିସ୍କରେ ନିଜର ଅଲିଭା ଛାପ ଛାଡି ଯାଇଛି । ବାହୁବଳୀ ପରି ଭବ୍ୟ ଫିଲ୍ମ ଦ୍ବିତୀୟ ଥର ତିଆରି ହେବା ସହଜ ନୁହେଁ । ତେବେ ବାହୁବଳୀର ପ୍ରଥମ ପାର୍ଟ ୧୦ ଜୁଲାଇ ୨୦୧୫ରେ ରିଲିଜ୍ ହୋଇଥିଲା । ଆଜି ଏହି ସିନେମାକୁ ପୁରା ୪ ବର୍ଷ ପୁରା ହୋଇସାରିଲାଣି । ତଥାପି ଫିଲ୍ମର କ୍ରେଜ୍ ଏଯାଏଁ ଯାଇନି ।

ଏହା ସହ ପଢନ୍ତୁ ଦୁଇ ହିରୋଙ୍କ ଏଣ୍ଟ୍ରି ସିନର ବଜେଟ କେବଳ ୪୦ କୋଟି . . . ବାହୁବଳିକୁ ଟପିବ କି ରାଜାମୌଲିଙ୍କ ଏହି ସିନେମା ?

ଫିଲ୍ମର ଦୁଇ ମୁଖ୍ୟ ଚରିତ୍ର ପ୍ରଭାସ ଏବଂ ରାଣା ଦୁଗୁବତୀ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିନେଇଥିଲେ । ଏହି ଫିଲ୍ମରେ ଥିଲା ଏକକୁ ଆରେକ ବଳି ଆକ୍ସନ୍ ସିନ୍ । ତେବେ ଏହି ସିନ୍ ଗୁଡିକ ମଧ୍ୟରେ ଗୋଟିଏ ସିନ୍ ଥିଲା ଯେଉଁଥିରେ ଭଲ୍ଲାଲ ଦେବ ଗୋଟିଏ ଷଣ୍ଢ ସହ ଲଢେଇ କରୁଛନ୍ତି । ଏହି ସିନରେ ଯେତେବେଳେ ଷଣ୍ଢଟି ଦୌଡି ଭଲ୍ଲାଲଦେବଙ୍କ ଆଡକୁ ଆସୁଛି ସେତେବେଳେ ଦର୍ଶକଙ୍କ ନିଶ୍ବାସ କିଛି ସମୟ ପାଇଁ ଅଟକି ଯିବ । ହେଲେ କଣ ଆପଣ ଜାଣନ୍ତି କଣ ଅଛି ଏହି ସିନ୍ ପଛର ସତ୍ୟତା । କଣ ସତରେ ଭଲ୍ଲାଲଦେବ ଷଣ୍ଢ ସହ ଲଢେଇ କରିଥିଲେ ।

ଏହି ସିନଟି ଫିଲ୍ମର ସବୁଠାରୁ ଭଲ ସିନ୍ ମାନଙ୍କ ମଧ୍ୟରୁ ଗୋଟିଏ । ଏହାକୁ ସୁଟ୍ କରିବା ପାଇଁ ଭିଏଫଏକ୍ସ ଅର୍ଥାତ୍ ଭିଜୁଆଲ୍ ଇଫେକ୍ଟସର ବ୍ୟବହାର କରାଯାଇଥିଲା । ସେହି ଷଣ୍ଢଟି ପ୍ରକୃତରେ କିଛି ଏଭଳି ଦେଖିବାକୁ । ଭଲ୍ଲାଲଦେବ୍ କେବଳ ଆକ୍ସନ୍ କରିଥିଲେ । ଏହି ଲଢେଇରେ କେବଳ ଷଣ୍ଢର ଶିଙ୍ଗ ବ୍ୟବହାର ହୋଇଥିଲା । ବାକି ସବୁ ଭିଏଫଏକ୍ସ ସହାୟତାରେ ସିନରେ ଯୋଡାଯାଇଥିଲା ।

KNews Bureau

Recent Posts

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

2 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

4 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

4 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

45 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

56 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

1 hour ago