ବିଗବସ୍ ୧୩ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଛି। ବୋଧହୁଏ ଏହି କାରଣରୁ ଏହି ଶୋର ଟିଆରପି ଲଗାତର ବଢ଼ିବାରେ ଲାଗିଛି। ସେହିପରି ଘର ଲୋକଙ୍କ କଳି ଝଗଡା ଭିତରେ ଏବେ ବିଗବସ ଘରେ ପ୍ରବେଶ କରିଛନ୍ତି ଜ୍ୟେତିଷ। ଜ୍ୟୋତିର୍ବିଦ ପ୍ରେମ ଘରଲୋକଙ୍କ ଭବିଷ୍ୟ ବିଷୟରେ ଜଣାଇବେ।
କେବଳ ଭବିଷ୍ୟତ ନୁହେଁ ଆଗାମୀ ଦିନରେ ହେବାକୁ ଥିବା ସମସ୍ୟା ବିଷୟରେ ମଧ୍ୟ ଜଣାଇବେ। ଜ୍ୟୋତିର୍ବିଦ ପ୍ରେମ ଘର ଲୋକଙ୍କୁ ଦେଇଥିବା ଭବିଷ୍ୟବାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭବିଷ୍ୟବାଣୀରେ ସେ ରଶ୍ମି ଦେଶାଇଙ୍କୁ ଖାସ୍ ଚେତାବନୀ ଦେଉଥିବା ଦେଖିବାକୁ ମିଳୁଛି।
ଜ୍ୟୋତିର୍ବିଦ ଜଣ ଜଣ କରି ସବୁ ଘରର ସଦସ୍ୟଙ୍କୁ ଡାକି ତାଙ୍କ ଭବିଷ୍ୟତ ବିଷୟରେ କଥା ହେଉଛନ୍ତି। ତେବେ ତାଙ୍କ ଭବିଷ୍ୟବାଣୀରେ ଅନେକ ସଦସ୍ୟ ଖୁସି ଥିବାବେଳେ ଆଉ କିଛି ସଦସ୍ୟ ଦୁଃଖି ହୋଇଯାଇଛନ୍ତି। ଯଦି ଆପଣ ମଧ୍ୟ ଜାଣିବାକୁ ଯାଉଛନ୍ତି ଜ୍ୟୋତିର୍ବିଦ ଘରବାଲାଙ୍କୁ କଣ କହୁଛନ୍ତି ତେବେ ଦେଖନ୍ତୁ ଏ ଭିଡିଓ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…