Bigg Boss ହାଉସରେ ଜ୍ୟୋତିଷ! ନୂତନବର୍ଷରେ ଘର ଲୋକଙ୍କର କଲେ ଭବିଷ୍ୟବାଣୀ, ଦେଖନ୍ତୁ ଭିଡିଓ

ବିଗବସ୍‌ ୧୩ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହୁଛି। ବୋଧହୁଏ ଏହି କାରଣରୁ ଏହି ଶୋର ଟିଆରପି ଲଗାତର ବଢ଼ିବାରେ ଲାଗିଛି। ସେହିପରି ଘର ଲୋକଙ୍କ କଳି ଝଗଡା ଭିତରେ ଏବେ ବିଗବସ ଘରେ ପ୍ରବେଶ କରିଛନ୍ତି ଜ୍ୟେତିଷ। ଜ୍ୟୋତିର୍ବିଦ ପ୍ରେମ ଘରଲୋକଙ୍କ ଭବିଷ୍ୟ ବିଷୟରେ ଜଣାଇବେ।

କେବଳ ଭବିଷ୍ୟତ ନୁହେଁ ଆଗାମୀ ଦିନରେ ହେବାକୁ ଥିବା ସମସ୍ୟା ବିଷୟରେ ମଧ୍ୟ ଜଣାଇବେ। ଜ୍ୟୋତିର୍ବିଦ ପ୍ରେମ ଘର ଲୋକଙ୍କୁ ଦେଇଥିବା ଭବିଷ୍ୟବାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭବିଷ୍ୟବାଣୀରେ ସେ ରଶ୍ମି ଦେଶାଇଙ୍କୁ ଖାସ୍‌ ଚେତାବନୀ ଦେଉଥିବା ଦେଖିବାକୁ ମିଳୁଛି।

sid

ଜ୍ୟୋତିର୍ବିଦ ଜଣ ଜଣ କରି ସବୁ ଘରର ସଦସ୍ୟଙ୍କୁ ଡାକି ତାଙ୍କ ଭବିଷ୍ୟତ ବିଷୟରେ କଥା ହେଉଛନ୍ତି। ତେବେ ତାଙ୍କ ଭବିଷ୍ୟବାଣୀରେ ଅନେକ ସଦସ୍ୟ ଖୁସି ଥିବାବେଳେ ଆଉ କିଛି ସଦସ୍ୟ ଦୁଃଖି ହୋଇଯାଇଛନ୍ତି। ଯଦି ଆପଣ ମଧ୍ୟ ଜାଣିବାକୁ ଯାଉଛନ୍ତି ଜ୍ୟୋତିର୍ବିଦ ଘରବାଲାଙ୍କୁ କଣ କହୁଛନ୍ତି ତେବେ ଦେଖନ୍ତୁ ଏ ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.