Categories: ମନୋରଂଜନ

‘ବାଗୀ ୨’ ପରେ ପୁଣି ଥରେ ‘ବାଗୀ ୩’ରେ ନଜର ଆସିବେ ଦିଶା ପଟାନୀ, ଦେଖିବାକୁ ମିଳିବ ତାଙ୍କ ଡ୍ୟାନ୍ସର କମାଲ

ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନୀ ପୁଣି ଥରେ ସିଲଭର ସ୍କ୍ରିନରେ ଏକାଠି ନଜର ଆସିପାରନ୍ତି। ଫିଲ୍ମ ‘ବାଗୀ ୨’ ରେ ଲିଡ ରୋଲରେ ଅଭିନୟ କରିବା ପରେ ଏବେ ଦିଶା ‘ବାଗୀ ୩’ ରେ ମଧ୍ୟ ନଜର ଆସିପାରନ୍ତି। କିନ୍ତୁ ଏଥର ଦିଶା ମୁଖ୍ୟ ଭୁମିକାରେ ବରଂ ଏକ ଖାସ୍‌ ଗୀତରେ ନଜର ଆସିବେ। ବହୁତ ଜଲଦି ସେ ଏହାର ସୁଟିଂ ଆରମ୍ଭ କରିବେ। କିନ୍ତୁ ଏହି ଗୀତରେ ତାଙ୍କ ସହ ଟାଇଗର ଶ୍ରଫ୍‌ ନଜର ଆସିବେ କି ନାହିଁ ସେହି ବିଷୟରେ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

ରିପୋର୍ଟ ଅନୁଯାୟୀ ଦିଶାଙ୍କର ଡ୍ୟାନ୍ସ ନମ୍ବରକୁ ସୁଟିଂ କରିବା ପାଇଁ ସିଟି ଷ୍ଟୁଡିଓରେ ଏକ ଖାସ୍‌ ପ୍ରସ୍ତୁତି କରାଯାଇଛି। ଏହି ଗୀତରେ ଅନେକ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରମାନେ ମଧ୍ୟ ଦିଶାଙ୍କ ସହ ନଜର ଆସିବେ। ଏହି ଗୀତ ସମସ୍ତ ଦର୍ଶକଙ୍କୁ ଭଲ ଲାଗିବା ନେଇ ଫିଲ୍ମ ନିର୍ମାତାଙ୍କର ପୁରା ପ୍ରସ୍ତୁତି ଜାରି ରହିଛି। ସୂଚନା ମୁତାବକ ‘ବାଗୀ ୩’ରେ ଏଥର ଟାଇଗରଙ୍କ ବିପକ୍ଷରେ ଦିଶା ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ୬ ମାର୍ଚ୍ଚରେ ରିଲିଜ୍‌ ହେବ।

ଏହା ପୁର୍ବରୁ ଦିଶା ଏବଂ ଟାଇଗର ଶ୍ରଫ୍‌ ଗତ ୨ ଅକ୍ଟୋବରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ୍ଵାର’ରେ ନଜର ଆସିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ ଆୟ ମଧ୍ୟ କରିଥିଲା। ଏଥିସହ ଏହି ଫିଲ୍ମରେ ଟାଇଗର ଏବଂ ହ୍ରିତ୍ୱିକଙ୍କ ମଧ୍ୟରେ ଭଲ ଫାଇଟିଙ୍ଗ୍‌ ସିନ୍‌ ଦେଖିବାକୁ ମିଳିଥିଲା।  ଫିଲ୍ମ ନିର୍ମାତାଙ୍କ କହିବାନୁଯାୟୀ ବର୍ତ୍ତମାନ ଏହି ଫିଲ୍ମ ପୂର୍ବ ଫିଲ୍ମ ଠାରୁ ଅଲଗା ଏବଂ ଭିନ୍ନ ହେବା ସହ ଖୁବ୍‌ ଭଲ ଭାବେ ପ୍ରସ୍ତୁତ ହୋଇ ସାମ୍ନାକୁ ଆସିବ।

KNews Bureau

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

1 hour ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

4 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

4 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

4 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

5 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

5 hours ago