Categories: ମନୋରଂଜନ

ଜୀବନ ଯୁଦ୍ଧ ଜିତିଲେ ଆୟାନ, ୫ ବର୍ଷ ପରେ କ୍ୟାନ୍ସରରୁ ମୁକ୍ତି ପାଇଲେ ଇମରାନ୍ ହାସମୀଙ୍କ ପୁଅ

ଲମ୍ବା ସମୟ ପରେ ଅଭିନେତା ଇମରାନ୍ ହାସମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କେବଳ ଇମରାନ୍ ନୁହଁନ୍ତି, ତାଙ୍କ ଫ୍ୟାନ୍ ମାନଙ୍କ ପାଇଁ ମଧ୍ୟ ନିଶ୍ଚିତ ଭାବରେ ଏକ ବଡ ଖବର । ଜୀବନ ଯୁଦ୍ଧ ଜିତିଗଲେ ଇମରାନଙ୍କ ପୁଅ । ଅର୍ଥାତ୍ କ୍ୟାନ୍ସର ମୁକ୍ତ ହେଲେ ଇମରାନଙ୍କ ୯ ବର୍ଷର ଅୟାନ୍ । ପ୍ରାୟ ୫ ବର୍ଷ ଡାୟଗ୍ନୋସିସ୍ ରହିବା ପରେ ଏବେ ସମ୍ପୂର୍ଣ୍ଣ ଭାବରେ କ୍ୟାନ୍ସର ମୁକ୍ତ ଆୟାନ୍ । ଏନେଇ ନିଜେ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି ଇମରାନ୍ ।

ଏହା ସହ ଏକ ଇମୋସନାଲ୍ ପୋଷ୍ଟ ମଧ୍ୟ କରିଛନ୍ତି । ଲେଖିଛନ୍ତି, ଏହି ସମୟ ମୋ ପାଇଁ ଏକ ଯାତ୍ରା ସହ ସମାନ ଥିଲା । ଆପଣ ସମସ୍ତଙ୍କ ଆଶୀର୍ବାଦ ପାଇଁ ବହୁତ ଧନ୍ୟବାଦ । କ୍ୟାନ୍ସର ସହ ଲଢିବା ପାଇଁ ଆପଣଙ୍କ ପ୍ରେମ ଆଉ ପ୍ରାର୍ଥନା ବହୁତ କାମରେ ଆସିଲା । ବିଶ୍ବାସ ଯେ ଆଗକୁ ବହୁତ କିଛି କରିବାକୁ ଅଛି ।

ସୂଚନାଯୋଗ୍ୟ, ଆୟାନର ଜନ୍ମ ୨୦୧୦ରେ ହୋଇଥିଲା । ତେବେ ୨୦୧୪ରେ ଯେତେବେଳେ ଆୟାନକୁ ମାତ୍ର ୪ ବର୍ଷ ହୋଇଥିଲା ସେତେବେଳେ କ୍ୟାନ୍ସର ହୋଇଥିବା କଥା ଜଣା ପଡିଥିଲା । ଏହା ପ୍ରଥମ ଷ୍ଟେଜ୍ କ୍ୟାନ୍ସର ଥିଲା । ତେବେ ଏହି ଘଟଣା ଇମରାନଙ୍କୁ ଦେଇଥିଲା ଏକ ଶକ୍ତ ଝଟକା । ଏବେ ୫ ବର୍ଷ ପରେ ଆୟାନ୍ ସମ୍ପୂର୍ଣ୍ଣ ଭାବରେ କ୍ୟାନ୍ସର ଫ୍ରି ହୋଇଯାଇଛନ୍ତି ।

 

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

2 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

5 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

6 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

6 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

6 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

6 hours ago