Categories: ମନୋରଂଜନ

ପୁଣି ଥରେ ଆଈ ହେଲେ ହେମାମାଳିନୀ, ଜାଣନ୍ତୁ ଇଶାଙ୍କର ପୁଅ ହେଲା ନା ଝିଅ ?

ପୁଣି ଥରେ ଅଜା ଆଈ ହୋଇଛନ୍ତି ଧର୍ମେନ୍ଦ୍ର ଏବଂ ହେମାମାଳିନୀ । ମା’ ହୋଇଛନ୍ତି ଇଶା ଦେଓ୍ଵଲ୍‌ । ୧୦ ଜୁନରେ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ଇଶା । ଏକଥା ନିଜେ ଇଶା ସୋସିଆଲ୍‌ ମିଡିଆରେ ସେୟାର୍‌ କରି ଜଣାଇଛନ୍ତି ।

ଇନଷ୍ଟାଗ୍ରାମରେ ନିଜ ଝିଅର ନାଁ ମଧ୍ୟ ଖୁଲାସା କରିଛନ୍ତି । ଝିଅର ନାଁ ସେ ରଖିଛନ୍ତି ମିୟାରା ତଖତାନୀ । ପୂର୍ବରୁ ଇଶାଙ୍କର ଆଉ ଏକ କନ୍ୟା ସନ୍ତାନ ଅଛି । ଯାହାଙ୍କ ନା ରାଧ୍ୟା । ତେବେ ଦ୍ୱିତୀୟ ସନ୍ତାନ ହେବା ନେଇ ଇଶା ଜାନୁଆରୀ ମାସରେ ହିଁ ଏକ ନିଆରା ଢଙ୍ଗରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ଝିଅ ରାଧ୍ୟାକୁ ଏକ ସୋଫାରେ ବସାଇ ଫଟୋ ନେଇ ଲେଖିଥିଲେ , ମୋର ପ୍ରମୋସନ୍‌ ହେଉଛି ମୁଁ ବଡ ଭଉଣୀ ହେବାକୁ ଯାଉଛି ।

KNews Bureau

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

32 seconds ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

9 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

11 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

19 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

44 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

53 mins ago