Categories: ମନୋରଂଜନ

କ୍ୟାଟ୍ରିନାଙ୍କୁ ଫ୍ୟାନଙ୍କ ଅନୁରୋଧ, ‘ପ୍ଲିଜ୍ ସଲମାନଙ୍କୁ ବାହା ହେଇଯାଅ’ ତେବେ ଜବାବରେ ସେ କିଛି କହିଲେ ଏମିତି

କ୍ୟାଟ୍ରିନା କେଫ୍ ବଲିଉଡର ସଫଳ ହିରୋଇନ ମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପ୍ରେମ ସଫଳ ହେବା ମାମଲାରେ ତାଙ୍କର ଭାଗ୍ୟ ବହୁତ ଦୁର୍ବଳ ରହି ଆସିଛି। ତାଙ୍କର ଅଫେୟାରର ଖବର ସଲମାନ ଏବଂ ରଣବୀରଙ୍କ ସହିତ ବହୁତ ରହି ଆସିଛି, ହେଲେ ତାଙ୍କ ପ୍ରେମ ସଫଳତାର ଶୀର୍ଷ ପର୍ଯ୍ୟନ୍ତ ପହଁଚି ପାରି ନରହିଁ। ବର୍ତ୍ତମାନ ସେ ସଲମାନ ଏବଂ ରଣବୀର ଦୁହିଁଙ୍କ ସହିତ ବ୍ରେକଅପ୍ କରିସାରିଛନ୍ତି।

ଏହି ସବୁ ମଧ୍ୟରେ କ୍ୟାଟ୍ରିନାଙ୍କ ଫ୍ୟାନ୍ସ ତାଙ୍କୁ ବହୁତ ସ୍ବତନ୍ତ୍ର ରିକ୍ବେଷ୍ଟ କରିଛନ୍ତି। ଆଜ୍ଞା ହଁ ସୂଚନା ଅନୁଯାୟୀ କ୍ୟାଟ୍ରିନା କୈଫଙ୍କ ଫ୍ୟାନ ତାଙ୍କୁ ଅନୁରୋଧ କରିଛନ୍ତି ଯେ ସେ ସଲମାନ ଖାନଙ୍କୁ ବିବାହ କରିଦିଅନ୍ତୁ। ଏହି କଥା ସେହି ଫ୍ୟାନ୍ ଜଣକ ସୋସିଆଲ ମିଡିଆରେ କହିଛନ୍ତି। ଏହି କଥାର ଖୁଲାସା ନିକଟରେ ଏକ ଶୋ’ ଜରିଆରେ ହୋଇଛି। ଖବର ଅନୁଯାୟୀ କ୍ୟାଟ୍ରିନା କୈଫ ଏହି ଫ୍ୟାନଙ୍କ ଏହି କଥାର ଜବାବ ‘ହଁ…..’ ରେ ଶେଷ କରିଦେଲେ।

ଆହୁରି ପଢ଼ନ୍ତୁ : ରାକ୍ଷୀଙ୍କୁ ରଣବୀର କହିଥିଲେ ‘I LOVE U’ : ଏବେ ଜବାବରେ କେଉଁଠି ଟାଟୁ ବନାଇଛନ୍ତି ଡ୍ରାମା କୁଇନ୍…

ଜଣାଇବାକୁ ଚାହିଁବୁ ଯେ ଏହି ଚାଟ୍ ଶୋ’ରେ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଅଭିନେତ୍ରୀ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କିଛି ପ୍ରଶ୍ନ ପଚାରିଥିଲେ। ତାଙ୍କୁ ପ୍ରଶ୍ନ କରାଗଲା ଯେ ସେ ଏବେ କାହାକୁ କାହିଁକି ଡେଟ କରୁନାହାନ୍ତି ?ତେବେ ଉତ୍ତରରେ ସେ କହିଥିଲେ ‘ମୋତେ ନିଜକୁ ବି ଜଣା ନାହିଁ ମୁଁ ପୁଣି କାହାକୁ ଡେଟ କରିପାରିବି କି ନାହିଁ।’

କ୍ୟାଟ୍ରିନା କୈଫ ସଲମାନ ଖାନଙ୍କ ସହିତ ୪ ବର୍ଷ ପର୍ଯ୍ୟନ୍ତ ଡେଟ କରିଛନ୍ତି, କିନ୍ତୁ ୨୦୦୯ରେ ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା। ଏହାପରେ ସେ ରଣବୀର କପୁରଙ୍କୁ ୩ ବର୍ଷ ଡେଟ କରିଛନ୍ତି। ଏହାପରେ ୨୦୧୬ରେ ତାଙ୍କର ବ୍ରେକଅପ୍ ହୋଇଗଲା।

Pritiparna

Recent Posts

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

12 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

27 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

35 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

39 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

43 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

57 mins ago